Odisha Link
Bridging the Missing Links in Odisha

ଆଜି ଜାତୀୟ ମତଦାତା ଦିବସ

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆଜି ଜାତୀୟ ଭୋଟର ଦିବସ ଅବସରରେ ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ। ଦିଲ୍ଲୀ ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ନିର୍ବାଚନ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ଥିବା ଅଫିସରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ। ବିଭିନ୍ନ ଦେଶର ରାଜନୈତିକ ଦଳର ପ୍ରତିନିଧିମାନେ, ସାଂସଦ, ରାଷ୍ଟ୍ରଦୂତ ମଧ୍ୟ ସାମିଲ ହେବେ।

Leave A Reply

Your email address will not be published.