Odisha Link
Bridging the Missing Links in Odisha
Daily Archives

February 23, 2024

ନୂଆ-ଓ ଛାତ୍ରବୃତ୍ତି: ବଢ଼ିଲା ଆବେଦନ…

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା କରିଛନ୍ତି। ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ। ଏହା ସହ ପାଖାପାଖି ୩୫ ହଜାର ପିଜି ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ। ଛାତ୍ରୀଙ୍କୁ…

ଆଜିଠୁ ସ୍ୱୟଂ ଯୋଜନା ପାଇଁ ଆବେଦନ;…

ଓଏଲ୍ ବ୍ୟୁରୋ: ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟ କରିବାକୁ ଇଚ୍ଛକ ଥିବା ଯୁବକ ଏହାଦ୍ୱାରା ବିଶେଷ ଭାବରେ ଲାଭାନ୍ୱିତ ହୋଇ ପାରିବେ। ଯୁବଶକ୍ତିଙ୍କୁ ସ୍ୱତନ୍ତ୍ର ଭାବରେ ଯୁବ ଉଦ୍ୟମୀ ଆକ୍ଷା ଦେବାକୁ ସ୍ୱୟଂ ଯୋଜନା ଆରମ୍ଭ…

ଭାରତ ପରେ ଚନ୍ଦ୍ରରେ ଆମେରିକା; ଦକ୍ଷିଣ…

ଓଏଲ୍‌ ବ୍ୟୁରୋ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଥିଲା। ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି। ପରେ ନାସାର ମୁନ୍ ମିଶନ୍ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ନାସା ପକ୍ଷରୁ ମୁନ୍ ମିଶନ୍…

କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି:…

ଓଏଲ୍‌ ବ୍ୟୁରୋ: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ମୋଟ ୧୬ଟି ପ୍ରସ୍ତାବରେ ମୋହର ବାଜିଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ସହାୟତା ଆଗାମୀ ୩ ବର୍ଷ ପାଇଁ ବଢ଼ାଇଲେ ରାଜ୍ୟ ସରକାର। ଚାଷୀମାନଙ୍କୁ କାଳିଆ ଯୋଜନାରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା…

ଓଏଲ୍‌ ବ୍ୟୁରୋ: ହାଇଦ୍ରାବାଦ ପାଟନଚେରୁଭ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ବିଆରଏସ ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ବିଧାୟିକାଙ୍କ ଗାଡ଼ି ପିଟି ହେବା ଦ୍ୱାରା…

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି;…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ଏଏସ୍‌ଆଇ। ହେଲେ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ ପ୍ରଭାବିତ…