Odisha Link
Bridging the Missing Links in Odisha

ଓଡ଼ିଶା ସୀମାନ୍ତରେ ଏନକାଉଣ୍ଟର; ୪ ମାଓବାଦୀ ନିପାତ

ଓଏଲ୍‌ ବ୍ୟୁରୋ: ଡିଆରଜି ଯବାନଙ୍କୁ ସଫଳତା। ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ୪ ମାଓବାଦୀ ନିପାତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଜାଙ୍ଗାଲା ଥାନା ଛୋଟେ ତୁଙ୍ଗାଲି ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଘଟଣା ପରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି। ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।

Leave A Reply

Your email address will not be published.