Odisha Link
Bridging the Missing Links in Odisha

ନିଯୁକ୍ତି ପର୍ବ: ଉଚ୍ଚଶିକ୍ଷା ବିଭାଗର ୯୭୭ ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମିଳିବ ନିଯୁକ୍ତି ପତ୍ର

ଓଏଲ୍‌ ବ୍ୟୁରୋ: ଆଜି ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ନବନିଯୁକ୍ତ ଏସ୍.ଏସ୍.ବି ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ପ୍ରଦାନ କରିବେ। ୫-ଟି ଉପକ୍ରମରେ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ୯୭୭ ଜଣ ଏସ୍.ଏସ୍.ବି ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Leave A Reply

Your email address will not be published.