Odisha Link
Bridging the Missing Links in Odisha
Daily Archives

March 8, 2024

ମେଣ୍ଟ ହେବନି, ଓଡ଼ିଶାରେ ବିଜେପି ଏକା…

ଓଏଲ୍‌ ବ୍ୟୁରୋ: ୨ ସପ୍ତାହ ଧରି ଲାଗି ରହିଥିବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସାଧାରଣ ନିର୍ବାଚନ ପୂର୍ବରୁ ହେବ କି ବିଜେପି-ବିଜେଡି ମେଣ୍ଟ। ଏଭଳି ଚର୍ଚ୍ଚା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲାଗି ରହିଥିଲା। ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ…

ମେଣ୍ଟ: ଦଳ ରାଜି, ନେତା ଅରାଜି

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇନି ସତ କିନ୍ତୁ ଦେଶର ସବୁଠି ଅନୁଭୂତ ହେଲାଣି ନିର୍ବାଚନୀ ତାତି। ଏଥର ସଂସଦରେ ୪୦୦ ଆସନର ଲକ୍ଷ୍ୟ ରଖିଥିବା ଏନ୍‌ଡିଏ ଏକ ଦୃଢ଼ ମେଣ୍ଟ ସରକାର ଗଠନ କରିବାକୁ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ସାରା ଦେଶରେ ବର୍ତ୍ତମାନ ଓଡ଼ିଶା ରାଜନୀତି…

ବଳ ଗୋଟାଉଛି ବିଜେପି, ଲକ୍ଷ୍ୟ ୪୦୦

ଓଏଲ୍‌ ବ୍ୟୁରୋ: ଗଣତନନ୍ତ୍ରର ମହାନ ପର୍ବ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଆଉ ଖାସ୍‌ ସେଇଥିପାଇଁ ନିର୍ବାଚନ ଯେତେ ପାଖଉଛି ପଲ୍ଲୀରୁ ଦିଲ୍ଲୀ ରାଜନୀତି ସରଗରମ ହେଇ ଉଠିଛି। ବିଶେଷ ଭାବେ ଏନ୍‌ଡିଏ ଓ ଇଣ୍ଡିଆକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି। ଏସବୁ ମଧ୍ୟରେ ବଳ ଗୋଟାଇବାରେ ଲାଗିଛି ଭାରତୀୟ ଜନତା…

କମିଲା ସିଲିଣ୍ଡର ଦର, ମହିଳା ଦିବସରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରି। ଏଥିସହିତ ଆଜି ହେଉଛି ମହିଳା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ବଡ଼ ଘୋଷଣା। ଆଜିଠୁ ଦେଶରେ କମିଲା ଏଲ୍‌ପିଜି ସିଲିଣ୍ଡର ଦର। ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଛି। ଏନେଇ ଆଜି ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି…