Odisha Link
Bridging the Missing Links in Odisha

ଯବାନଙ୍କୁ ସଫଳତା; ୬ ମାଓବାଦୀ ନିହତ

ଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବିଜେପୁର-ସୁକମାରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ୩ ମହିଳାଙ୍କ ସମେତ ୬ ମାଓବାଦୀ ନିହତ ହୋଇଛନ୍ତି। ଏହା ସହ ୨ଟି ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଘଟଣା ପରେ ସର୍ଚ୍ଚ ଅପେରସନ ଜାରି ରହିଛି।

Leave A Reply

Your email address will not be published.