Odisha Link
Bridging the Missing Links in Odisha

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, କାହାକୁ ମିଳିଲା ଟିକେଟ୍‌ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଆଜି ୨୭ ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ

୨ୟ ପର୍ଯ୍ୟାୟରେ କାହାକୁ ମିଳିଲା ଟିକେଟ୍‌ ଜାଣନ୍ତୁ:
ବ୍ରଜରାଜନଗର: ଅଳକା ମହାନ୍ତି
ଝାରସୁଗୁଡ଼ା: ଦୀପାଳି ଦାସ
ତଳସରା: ବିଜୟ ଟପ୍ପୋ
ସୁନ୍ଦରଗଡ଼: ଯୋଗେଶ ସିଂହ
ରାଜଗାଙ୍ଗପୁର: ଅନୀଲ ବାର୍ଲା
ବଡ଼ସାହି: ଅନସୂୟା ପାତ୍ର
ଯଶୀପୁର: ଚକ୍ରଧର ହେମ୍ବମ୍ର
ଉଦଳା: ଶ୍ରୀନାଥ ସୋରେନ୍
ମୋରାଡା: ପ୍ରୀତିନନ୍ଦା କାନୁନଗୋ
ସୋର: ମାଧମ ଧଡା
ଆଠମଲ୍ଲିକ: ନଳିନୀ ପ୍ରଧାନ
ବୀରମହରାଜପୁର: ପଦ୍ମନାଭ ବେହେରା
ଖଡ଼ିଆଳ: ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ: ଜୟଶ୍ରୀ କହଁର
ମାହାଙ୍ଗା: ଅଙ୍କିତ ଜେନା
ତିର୍ତ୍ତୋଲ: ରମାକାନ୍ତ ଭୋଇ
ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ବର ଉତ୍ତର: ସୁଶାନ୍ତ ରାଉତ
ଏକାମ୍ର ଭୁବନେଶ୍ବର: ଅଶୋକ ପଣ୍ଡା
ଖଲ୍ଲିକୋଟ: ସୂର୍ଯ୍ୟମଣି ବୈଦ୍ୟ

୩ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ:
ବଲାଙ୍ଗିର: ସୁରେନ୍ଦ୍ର ସିଂହ ଭୋଇ
ଭଦ୍ରକ: ମଞ୍ଜୁଲତା ମଣ୍ଡଳ
ବରଗଡ଼: ପରିଣୀତା ମିଶ୍ର
ବ୍ରହ୍ମପୁର: ଭୃଗୁ ବକ୍ସିପାତ୍ର
କେନ୍ଦୁଝର: ଧନୁର୍ଜୟ ସିଦ୍ଧୁ

Leave A Reply

Your email address will not be published.