Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ; ସର୍ଚ୍ଚ ଅପରେସନ୍ ଜାରି

ଓଏଲ୍‌ ବ୍ୟୁରୋ: ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବରଗଡ଼ ପାଇକମାଳ ଥାନା ଗନ୍ଧମାର୍ଦ୍ଧନ ପାହାଡ଼ରେ ଗୁଳିବିନିମୟ ହୋଇଛି। ରାତିରୁ ଗୁଳି ବିନିମୟ ଚାଲିଥିବାବେଳେ ସର୍ଚ୍ଚ ଅପରେସନ୍ ଜୋରଦାର ହୋଇଛି। କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ନେଇ ସୂଚନା ରହିଛି।

Leave A Reply

Your email address will not be published.