Odisha Link
Bridging the Missing Links in Odisha

ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ସର୍ଚ୍ଚ ଅପରେସନ୍, ୫ ମାଓବାଦୀ ନିହତ

ଓଏଲ୍‌ ବ୍ୟୁରୋ: ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ଦେଶରେ ଚହଳ ପଡିଥିବାବେଳେ ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ଏନ୍‌କାଉଣ୍ଟର୍ ହୋଇଥିବା ଜଣା ପଡିଛି। ବିଜାପୁର ଜିଲ୍ଲା କରେଗୁଟ୍ଟା ଜଙ୍ଗଲରେ ୫ ମାଓବାଦୀ ନିହତ ହୋଇଛି। ମାଓବାଦୀ ଲୁଚିଥିବା ନେଇ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Leave A Reply

Your email address will not be published.