Odisha Link
Bridging the Missing Links in Odisha

ରାଣେ କହିଲେ ବିଜେପି ସରକାର ଗଢ଼ିବ, ଦେବେନ୍ଦ୍ର କହିଲେ..

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମହାରାଷ୍ଟ୍ର ରାଜନୀତରେ ଦେଖିବାକୁ ମିଳୁଛି ଘନ ଘନ ପ୍ରେସ୍‌ ମିଟ୍। ଏହାରି ମଧ୍ୟରେ ବିଜେପି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ସମ୍ଭବ ନୁହେଁ। ବିଜେପି ସରକାର ଗଢ଼ିବା ପାଇଁ ଚେଷ୍ଟା କରିବ ବୋଲି କହିଲେ ବିଜେପି ନେତା ନାରାୟଣ ରାଣେ।

ଅପରପକ୍ଷେ ରାଜ୍ୟରେ ସ୍ଥିର ସରକାର ଦେବାକୁ ଆମେ ସମର୍ଥ ହେବୁ କହିଛନ୍ତି ଦେବେନ୍ଦ୍ର ଫଡ଼ନବୀସ୍।