Odisha Link
Bridging the Missing Links in Odisha

ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀଙ୍କୁ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ପ୍ରସିଦ୍ଧ ଧାବିକା ଦୂତୀ ଚାନ୍ଦ ଏ ବାବଦରେ ସାମାଜିକ ଗଣମାଧ୍ୟମରେ ମତ ରଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସାଧାରରତଃ ରାଜନୀତି ଠାରୁ ଦୂରେଇ ରହୁଥିବା ଦୂତୀ ଫେସବୁକରେ ଜଣେ ବନ୍ଧୁଙ୍କ ମତ ଉପରେ ପ୍ରତିମନ୍ତବ୍ୟ ଦେଇ ଲେଖିଛନ୍ତି- "ତମର…

ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କୁ…

ବ୍ୟୁରୋ: ସୁନ୍ଦରୀ ପ୍ରତିଯୋଗିତା ମଞ୍ଚରେ ଦେଖିବାକୁ ମିଳିଛି ଅଭାବନୀୟୟ ଘଟଣା। ବିଜୟିନୀଙ୍କୁ 'ଛାଡ଼ୁରି' ବୋଲି ଆକ୍ଷେପ କରିବା ସହ ତାଙ୍କ ମୁଣ୍ଡ ଉପରୁ ମୁକୁଟ ଛଡ଼ାଇ ନେଇଛନ୍ତି ପୂର୍ବତନ ବିଜେତା। ଏ ନେଇ ଆୟୋଜକ କ୍ଷମା ମାଗିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁକୁଟ ବିଜୟିନୀ।…

ଛତିଶଗଡ଼ ଶହୀଦଙ୍କୁ ଅପମାନ: ଦେଶଦ୍ରୋହ…

ଗୌହାଟୀ: ଛତିଶଗଡ଼ରେ ନକ୍ସଲ ସହ ଗୁଳିବିନିମୟ ବେଳେ ପ୍ରାଣ ହରାଇଥିବା ଶହୀଦ ଯବାନଙ୍କ ପ୍ରତି ଆପତ୍ତିଜନ ମନ୍ତବ୍ୟ ଦେବା ଅଭିଯୋଗରେ ଆସାମର ଜଣେ ଲେଖିକାଙ୍କୁ ଗିରଫ କରାଯାଇଛି। ଲେଖିକାଙ୍କର ଏକ ଫେସବୁକ୍‌ ପୋଷ୍ଟ ଆଧାରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଗୌହାଟୀରେ ରହୁଥିବା…

ପାଣ୍ଡିଆନ୍‌ ଫ୍ୟାନ୍‌ସ‌ କ୍ଲବ୍‌ ନାମରେ…

ଭୁବନେଶ୍ବର: କିଛିଦିନ ହେବ ସାମାଜିକ ଗଣମାଧ୍ୟମରେ ଭି କେ ପାଣ୍ଡିଆନ୍‌ ଫ୍ୟାନ୍‌ସ‌ କ୍ଲବ ନାମରେ ଏକ ଗ୍ରୁପ୍‌ କାର୍ଯ୍ୟ କରୁଛି। ୨୦୨୦ ଫେବ୍ରୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ଏ ଗ୍ରୁପ୍‌ରେ ଶିବାନୀକାନ୍ତ ଦାଶ ଆଡ୍‌ମିନ୍‌ ଅଛନ୍ତି। ଏହି ଗ୍ରୁପ୍‌ରେ ୩୬ ହଜାର ସଦସ୍ୟ ଅଛନ୍ତି। ଗ୍ରୁପ୍‌ଟି ୫-ଟି ସଚିବ…

ତୋ ପାଇଁ ଦିଲ୍‌ ହୁଏ ନାଗିନ୍‌…

ଯାଜପୁର: ହୋଲି ଅବସରରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ନିଜର କର୍ତ୍ତବ୍ୟ ଭୁଲି ମଜଲିସ୍‌ରେ ମାତିଥିଲା। ଥାନା ଭିତରେ କବାଟ କିଳି ଚାଲିଥିଲା ନାଗିନ୍‌ ନାଚ ଆଉ ଏହାର ତାଳେ ତାଳେ ଡେଉଁଥିଲା ପୁଲିସ ବାବୁମାନଙ୍କର ଉନ୍ମତ୍ତ ପାଦ। ପୁଲିସ ପୋଷାକରେ ଲାଗିଥିଲା ନାନାରଙ୍ଗର ଅବିର। କାହାର ପାଦ ବି…

ଭୁଲ ଓଡ଼ିଆ ପାଇଁ ଟାପରାର ଶିକାର ଗଣଶିକ୍ଷା…

ଭୁବନେଶ୍ବର: ରାଜ୍ୟରେ ଶିଶୁମାନଙ୍କର ଶୈକ୍ଷିକ ବିକାଶର ଡୋର ନିଜ ହାତରେ ଧରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ କିମ୍ଭୂତକିମାକାର ଓଡ଼ିଆକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି। ଏଥିପାଇଁ ଉଭୟ ଫେସବୁକ୍‌ ଓ ଟ୍ବିଟରରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ବି ସେ ଏଯାଏଁ (ଦିନ ୩ଟା)…

ସାରଳା ସମ୍ମାନ: ମୁହଁ ଖୋଲିଲେ କବି…

ଭୁବନେଶ୍ବର: ଚଳିତ ବର୍ଷ ସମ୍ମାନଜନକ 'ସାରଳା ସମ୍ମାନ' ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା ପାଇବେ ବୋଲି କଟକସ୍ଥିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଏପ୍ରିଲ ୨ ତାରିଖରେ ଏ…

ଉତ୍କଳ ଦିବସକୁ ନେଇ ରାଜ୍ୟ ଓ କେନ୍ଦ୍ର…

ଭୁବନେଶ୍ବର: ଉତ୍କଳ ଦିବସକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭାଜିତ ହୋଇଯାଇଛନ୍ତି। ଏହି ଦିବସକୁ ରାଜ୍ୟ ଓ କେନ୍ଦ୍ର ଭିନ୍ନ ଭିନ୍ନ ନାମରେ ପାଳନ କରୁଥିବା ବେଳେ କିଏ ଠିକ ଓ କିଏ ଭୁଲ ଏବେ ଏ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏପ୍ରିଲ ୧ ତାରିଖ, ଏହିଦିନ ଓଡ଼ିଶାର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା…

Fact Check: ବାଂଲାଦେଶ ସ୍ବାଧୀନତା,…

ଗତ ସପ୍ତାହରେ ବାଂଲୋଦଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗଦେବା ଲାଗି ଢାକା ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଂଲା ମୁକ୍ତି ପାଇଁ ସେ ସତ୍ୟାଗ୍ରହ କରିଥିଲେ ଓ ଜେଲ୍‌ ମଧ୍ୟ ଯାଇଥିଲେ। ମୋଦିଙ୍କର ଏ ବକ୍ତବ୍ୟକୁ ନେଇ ଗତ ତିନିଦିନ ଧରି ଚର୍ଚ୍ଚା ଥମିନାହିଁ।…

ଓସ୍କାର ମନୋନୟନ ୨୦୨୧: ଦୌଡ଼ରେ ୫୬…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ପାଇଁ ଓସ୍କାର ମନୋନୟନ ତାଲିକା ପ୍ରକାଶ ପାଇଛି। ଶ୍ରେଷ୍ଠ ଫିଚର ସିନେମା ଠାରୁ ଆରମ୍ଭ କରି କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ୍‌ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମୋଟ ୫୬ଟି ସିନେମା ଏହି ସମ୍ମାନଜନକ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତରୁ ଏକମାତ୍ର ସିନେମା ଭାବେ…