Odisha Link
Bridging the Missing Links in Odisha

ଡାକ୍ତରଖାନାରୁ ୩୨୦ କୋଭିଡ୍‌ ଟିକା ଚୋରି

ଜୟପୁର: ଜନସାଧାରଣଙ୍କୁ ମାଗଣା ଦିଆଯିବାକୁ ଆସିଥିବା କୋଭିଡ୍‌ ଟିକା ହସ୍ପିଟାଲ ପରିସରରୁ ଚୋରି ହୋଇଯାଇଛି। ଘଟଣା ଘଟିଛି ରାଜସ୍ଥାନର ଜୟପୁର ସହରର ଶାସ୍ତ୍ରୀ ନଗରରେ ଥିବା କନଓ୍ବାଟିୟା ହସ୍ପିଟାଲରେ। କେହି ଦୁର୍ବୃତ୍ତ ଏଠାରୁ ୩୨୦ଟି ଭାକ୍ସିନ୍‌ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ହସ୍ପିଟାଲ…

ପିପିଲି: ବନ୍ଦ ହେବ ଉପନିର୍ବାଚନ!

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନେଇ ଏବେ ଅନିଶ୍ଚିତତା ଘେରରେ ଅଛନ୍ତି ନେତା ଓ କର୍ମୀ। ଆସନ୍ତାକାଲି ହେଉଛି ପ୍ରଚାରର ଶେଷଦିନ। ଏଭଳି ପରିସ୍ଥିତିରେ ହଠାତ ଆଜି ପିପିଲିରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ହୋଇଯାଇଥିବାରୁ ନିର୍ବାଚନ…

ପିପିଲି: କଂଗ୍ରେସ ପ୍ରାର୍ଥୀ ମୃତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଆଉ ମାତ୍ର ୩ ଦିନ ଥିବା ବେଳେ ଏକ ଦୁଃଖଦ ଖବର ଆସିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଆଜି ମୃତ୍ୟୁ ହୋଇଛି। ଗତ ସପ୍ତାହରେ ନିର୍ବାଚନ ପ୍ରଚାର ବେଳେ ବାଇକ୍‌ ଶୋଭାଯାତ୍ରାରେ…

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା…

ଖବରକାଗଜ ହେଡଲାଇନ୍‌ରେ ବିଜେପି…

ଅହମ୍ମଦାବାଦ: କୋଭିଡ୍‌ ଭଳି ଆତଙ୍କ ସମୟରେ ଅଭିନବ ଉପାୟରେ ସାହସିକତା ଦେଖାଇଛି ଭାସ୍କର ଗ୍ରୁପ୍‌ର ଗୁଜରାଟୀ ଖବରକାଗଜ 'ଦିବ୍ୟ ଭାସ୍କର'। ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ବିଜେପି ସଭାପତିଙ୍କ ଫୋନ୍‌ ନମ୍ବର ଛାପି ତାଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଛି ଗୁଜରାଟର ଅନ୍ୟତମ ବହୁଳ ପ୍ରସାରିତ ଖବରକାଗଜ…

ବିଜେପିରେ ଯୋଗଦେବେ ଭର୍ତୃହରି!

ଭୁବନେଶ୍ବର: ବିଜୁ ଜନତା ଦଳ ସାଂସଦ ଭର୍ତୃହରି ମହତାବ ଭାରତୀୟ ଜନତା ଦଳ ଆଡ଼କୁ କ୍ରମଶଃ ଢଳୁଛନ୍ତି। ଏକଦା ବିଜେଡିର ଆଗଧାଡ଼ିର ନେତା ଭାବେ ଜଣାଶୁଣା ଭର୍ତୃହରି ଏବେ ଦଳ ପାଇଁ ପ୍ରାୟ ଅଲୋଡ଼ା ହେବା ପରି ମନେ ହେଉଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ପଦ୍ମ ପୋଖରୀକୁ ଲମ୍ଫ ମାରିବା ନେଇ ଅନୂମାନ…

ଟ୍ବିଟର୍‌ ତାଣ୍ଡବ: ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ବର: ଏଇ କିଛିଦିନ ହେବ ବିଭିନ୍ନ ଅବକାଶରେ ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ସହ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କର ସମୀକରଣରେ ନୂଆ ରଙ୍ଗ ଲାଗିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ସାଧାରଣତଃ ପରଦା…

ମୁଖ୍ୟମନ୍ତ୍ରୀଙ୍କ ୧୪ଦିନିଆ ମାସ୍କ…

କଟକ: ଜନସାଧାରଣଙ୍କ ମଧ୍ୟରେ ସଚେତନତା ବଢାଇବା ପାଇଁ ଭାତରର ପୂର୍ବ ଦିଗରେ ଅବସ୍ଥିତ ଓଡିଶାର ଏକ ପ୍ରମୁଖ କର୍ପୋରେଟ ହାଉସ ଓଡ଼ିଶା ଷ୍ଟେବେଡ୍ରସ ଲିମିଟେଡ଼(ଓଏସଏଲ) ପକ୍ଷରୁ bଏକଲକ୍ଷ ମାସ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରୋନା…

କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶା ଆସିଲେ…

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସିଛନ୍ତି। ତେବେ ସରକାରୀ ନିୟମ ମାନି ସେ ନିଜର କୋଭିଡ୍‌ ରିପୋର୍ଟ ଦେଖାଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଆଜି ପୂର୍ବାହ୍ନରେ କୋଳକାତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇବା ପରେ ସେ ନିଜର…

ଚାଷୀଙ୍କୁ ଚଡ଼କ: ପୁଣି ବଢ଼ିଲା ସାର ଦର

ନୂଆଦିଲ୍ଲୀ: ଇଫ୍‌କୋ ପକ୍ଷରୁ ପୁଣି ସାରର ଦରବୃଦ୍ଧି କରାଯାଇଛି। ଭାରତୀୟ ଚାଷୀମାନଙ୍କଦ୍ବାରା ବହୁଳ ବ୍ୟବହୃତ ଡିଏପି ସାରର ମୂଲ୍ୟ ମାତ୍ର ଦେଢ଼ବର୍ଷ ଭିତରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧିପାଇଛି। ଏପ୍ରିଲ ୭, ୨୦୨୧ରେ ଇଫକୋ ପକ୍ଷରୁ ନୂଆ ଦରତାଲିକା ଜାରି କରାଯାଇଛି। ଇଫକୋ ପକ୍ଷରୁ ଜାରି ନୂଆ ଦୂର ଚଳିତ…