Odisha Link
Bridging the Missing Links in Odisha

ପିପିଲି: ମୃତ ଅଜିତଙ୍କ ପତ୍ନୀ ହେବେ…

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ସେ ନେଇ ଚାଲିଛି ଅଙ୍କକଷା। ଉପ-ନିର୍ବାଚନ ଅବ୍ୟବହିତ ପୂର୍ବରୁ ମୃତ୍ୟୁବରଣ କରିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା…

ପୁରୀରେ ତିଆରି ଚାଲିଛି ଅତ୍ୟାଧୁନିକ…

ପୁରୀ: ପୁରୀରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଏଥିରେ ଏକ କ୍ରିକେଟ୍‌ ଷ୍ଟାଡିୟମ୍‌ ସମେତ ବିଭିନ୍ନ ଆଥଲେଟିକ୍‌ କ୍ରୀଡ଼ା କ୍ଷେତ୍ର ନିର୍ମାଣ ହେଉଛି। ୧୦ ଏକର ଜମି ପରିମିତ ଏହି କମ୍ପ୍ଲେକ୍ସ ନିର୍ମାଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏଠାରେ ହେଉଥିବା…

ସୁନ୍ଦରଗଡ଼: ଡରାଉଛି କରୋନା, ୩ ଦିନରେ ୧୪…

ରାଉରକେଲା: ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ କରୋନା ଦ୍ବିତୀୟ ଲହଡ଼ି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗତ ତିନି ଦିନରେ ଜିଲ୍ଲାରେ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେବଳ ରାଉରକେଲାର ବେଦବ୍ୟାସରେ ୧୧ଟି ଶବ ଦାହ କରାଯାଇଛି। କୁତ୍ରା ବ୍ଲକ୍‌ର ଖାଟକୁରବାହାଲ ଓ ଜିଲ୍ଲାର…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

ଗୁଜରାଟ: ୧୫୦ କୋଟି ଟଙ୍କାର ହେରୋଇନ୍‌…

ଅହମ୍ମଦାବାଦ: ଆରବ ସାଗରରେ ଗୁଜରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇତିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍)। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗୁଜରାଟ ଏଟିଏସ୍‌ ଓ ଭାରତୀୟ…

୧୦ ଦିନରେ ନିଶିକାନ୍ତଙ୍କ ଅନଶନ, ଧାରଣା…

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ସରକାର ୨୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାକୁ ଦାବି କରି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଜାତୀୟ ମୁଖପାତ୍ର ତଥା ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଅନଶନରେ ବସିଛନ୍ତି। ତାଙ୍କର ଧାରଣା ୧୦ ଦିନରେ ପହଞ୍ଚିଥିବା ବେଳେ ଏଥିରୁ ଓହରିଯିବାକୁ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ…

ଟ୍ରାନ୍ସଜେଣ୍ଡର ଭିକାରୀଙ୍କ ପାଇଁ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ (ଏସ୍‌ଏସ୍ଇପିଡି) ପକ୍ଷରୁ ଭୁବନେଶ୍ବରରେ ତୃତୀୟଲିଙ୍ଗ ଭିକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ଗୃହ। ଗତକାଲି ଏ ନେଇ ଭୁବନେଶ୍ବର ନଗର ନିଗମ(ବିଏମ୍‌ସି)ର ପ୍ରକଳ୍ପକୁ ବିଭାଗ ମଞ୍ଜୁରୀ ଦେଇଛି। ଏହି ସ୍ବତନ୍ତ୍ର…

କରୋନା: ଗୋଟିଏ ଛାତିଥରା ଛବି

ଉପର ଛବିଟି ହେଉଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ଭଗଭଦା ଶ୍ମଶାନ ଘାଟର ଆକାଶ ମାର୍ଗରୁ ନିଆଯାଇଥିବା ସ୍ଥିରଚିତ୍ର। ଗତକାଲି (ଏପ୍ରିଲ ୧୫, ଗୁରୁବାର) ସଂଧ୍ୟା ୭ଟା ୧୦ ମିନିଟରେ ଏ ଛବିଟି ଉଠାଯାଇଛି। ଏକାଥରକେ ୪୦ରୁ ଅଧିକ ଶବ ପୋଡ଼ାଯାଉଥିବାର ଏ ଚିତ୍ରରେ ଦେଖିବାକୁ ମିଳିଛି। ଆଜି ସକାଳେ ବହୁଳ…

ଦ୍ବନ୍ଦ୍ବରେ ରଖିଲେ ସରକାର!

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସରକାର ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଏହା କେବେଠାରୁ ଲାଗୁ ହେବ ସେ ନେଇ ଦ୍ବନ୍ଦ୍ବ ରହିଛି। ସରକାର ଭିନ୍ନ ଭିନ୍ନ ଅବସରରେ ଭିନ୍ନ ତାରିଖ ଉଲ୍ଲେଖ କରିଛନ୍ତି। ଗତକାଲି ସଂଧ୍ୟାରେ ମୁଖ୍ୟ ସଚିବ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ…

ବିନା ଟେଣ୍ଡରରେ କାମ କରୁଛନ୍ତି କେରଳ…

ସୁନ୍ଦରଗଡ଼: କେରଳରୁ ଆସିଥିବା ଜନୈକ ଠିକାଦାରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ଉକ୍ତ ଠିକାଦାରଙ୍କ ନାମରେ ଥିବା ଏକ ଗାଡ଼ି ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲାପାାଳ ନିଖିଳ ପବନ କଲ୍ୟାଣ ଯେଉଁ ଗାଡ଼ିଟି ଚଢ଼ୁଛନ୍ତି ତାହାର ପଞ୍ଜିକରଣ…