Odisha Link
Bridging the Missing Links in Odisha

ବିଜୁ ପଟ୍ଟନାୟକଙ୍କୁ ନେଇ ପେନ୍‌ ଇନ୍‌…

ଭୁବନେଶ୍ବର: ଜାତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଓଡ଼ିଆ ନେତା, ସ୍ବପ୍ନଦ୍ରଷ୍ଟା, ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦୁଇଟି ନୂଆ ବହି ଘୋଷଣା କରିଛି। ପ୍ରଥମଟି ପ୍ରସିଦ୍ଧ କବି ଦେବଦାସ…

କୋଭିଡ୍‌ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କୋଭିଡ୍‌ ପ୍ରତିଷେଧକ ଟିକା "କୋଭାକ୍ସିନ୍" ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଆଜି ସକାଳେ ଦିଲ୍ଲୀର ଏମ୍ସ ପରିସରରେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ବିଶ୍ବର ଲଢ଼େଇରେ…

ମାର୍ଚ୍ଚ ୧୫ରେ ଓସ୍କାର ମନୋନୟନ ତାଲିକା,…

ଭୁବନେଶ୍ବର: ଆଉ ସପ୍ତାହ ପରେ ୯୩ତମ ଏକାଡେମୀ ପୁରସ୍କାର (ଓସ୍କାର) ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୧୫ ତାରିଖରେ ଚୂଡ଼ାନ୍ତ ମନୋନୟନ ତାଲିକା (ଅଫିସିଆଲ୍‌ ନୋମିନେସନ୍) ପ୍ରକାଶ ପାଇବ। ଏଥିପାଇଁ ଯେଉଁ ଦୀର୍ଘ ସିନେମା ତାଲିକା ପ୍ରକାଶ ପାଇଛି ଏଥିରେ ବିଶ୍ବର ମୋଟ ୩୬୬ଟି ଫିଚର ସିନେମା ସ୍ଥାନ…

‘ମୋ ସରକାର’ ଶୁଣିଲେନି:…

ମାଲକାନଗିରି: 'ମୋ ସରକାର' ନାମରେ ଜନତାଙ୍କୁ ତ୍ବରିତ ସେବା ଯୋଗାଇବାର ଯାବତୀୟ ସରକାରୀ ବିଜ୍ଞାପନ ସତ୍ତ୍ବେ ତୃଣମୂଳ ସ୍ତରରେ ଏହାର ବିଫଳତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାମକୃଷ୍ଣ ନନ୍ଦଙ୍କ ପ୍ରସିଦ୍ଧ କବିତା 'ତୁମ ପରି ଛୋଟ ପିଲାଟିଏ'ରେ କୁନି ମଧୁସୂଦନଙ୍କ ପନ୍ଥାକୁ…

ମନ୍ତ୍ରୀଙ୍କ ଗାଡ଼ିକୁ ଅତିକ୍ରମ କରି…

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ବୁଲିବାକୁ ଆସିଥିଲେ ଦୁଇ ପରିବାର। ସାଥିରେ ମହିଳା ଓ ଶିଶୁ ବି ଥିଲେ। ଦୁଇଟି କାର୍‌ରେ ବାଲେଶ୍ବର ଜିଲ୍ଲା ଦେଇ ୬୦ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ଦୁଇ ପରିବାରକୁ ୫ ଘଣ୍ଟା ପାଇଁ ବିନା କାରଣରେ ଥାନାରେ ଅଟକିବାକୁ ପଡ଼ିଛି। ନିଜର କୌଣସି ଭୁଲ ନ ଥାଇ ମଧ୍ୟ ଭୁଲ…

ହାଇସ୍କୁଲ ବହି କିଣା: ଲାଞ୍ଚ ପାଇଁ ଖୋଲା…

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଉଚ୍ଚବିଦ୍ୟାଳୟ ସରକାରୀ ଯୋଜନାରେ ପାଠାଗାର ନିମନ୍ତେ ଓଡ଼ିଶାର ବିଭିନ୍ନ ପ୍ରକାଶକଙ୍କ ଠାରୁ ବହି କିଣିବେ। ଏ ନେଇ ସରକାରୀ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନ ଥିବା ବେଳେ ବିଭିନ୍ନ ଜିଲ୍ଲାରେ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନିଜ ବ୍ୟାବସାୟିକ ଜାଲରେ ଛନ୍ଦିବା…

‘କୋରାପୁଟ ସାହିତ୍ୟ ଉତ୍ସବ’…

ଭୁବନେଶ୍ବର: ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ‘ଦ ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୧ ମସିହା ପାଇଁ ଘୋଷଣା କରାଯାଇଛି। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ୨୦୧୮ ମସିହା ଠାରୁ ଆୟୋଜିତ ହୋଇ ଆସୁଥିବା…

୬ ମାସରେ କବିତା ବହିର ଦ୍ବିତୀୟ ସଂସ୍କରଣ,…

ଭୁବନେଶ୍ବର: ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ କବି, ସମାଜସେବୀ ଓ ମଡେଲ କଳ୍ପାଶା ଅଙ୍କିତା ଶ'ଙ୍କ ଇଂରାଜୀ କବିତା ପୁସ୍ତକ "ଏ ଲଷ୍ଟ୍‌ ହେଭେନ୍" ବ୍ୟାପକ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ମାତ୍ର ୬ ମାସ ମଧ୍ୟରେ ବହିର ପ୍ରଥମ ସଂସ୍କରଣ ବିକ୍ରି ଶେଷ ହୋଇଥିବା ବେଳେ ନିକଟରେ ଦ୍ବିତୀୟ ସଂସ୍କରଣ ପ୍ରକାଶ…

୨୯ରୁ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦ ଭୁବନେଶ୍ବର: ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଜାତୀୟ ସାହିତ୍ୟ ଉତ୍ସବ କୋରାପୁଟ ଲିଟେରାରି ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର…

ପରୀକୁ ମାରିବା ପରେ ଧର୍ଷଣ କରିଛି ସରୋଜ…

ଭୁବନେଶ୍ବର: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅପରାଧୀ ଗିରଫ ହୋଇଥିବା ବେଳେ ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ମୁଖ୍ୟ ଅରୁଣ ବୋଥ୍ରା। ନୟାଗଡ଼ ଥାନା ଯଦୁପୁର କାଁର +୩ ଛାତ୍ର ସରୋଜ ସେଠୀ ପରୀକୁ ପ୍ରଥମେ ପରୀକୁ…