Odisha Link
Bridging the Missing Links in Odisha

ଗୋଆରେ ଗୋମାଂସ ମରୁଡ଼ି, କର୍ଣାଟକରୁ…

ପାଣାଜି: ଆଗକୁ ନୂଆବର୍ଷ ଥିବା ବେଳେ ଗୋଆରେ ଗୋମାଂସର ଉତ୍କଟ ଅଭାବ ଦେଖାଦେଇଛି। ଗତ ସପ୍ତାହରେ ଗୋଆକୁ ଶେଷ ଥର ପାଇଁ ଗୋମାଂସ ଆମଦାନୀ ହୋଇଥିବା ବେଳେ ଏହାର ଅଭାବରୁ ଗତ ଶୁକ୍ରାବାର ଠାରୁ ଦୋକାନ ସବୁ ବନ୍ଦ ହେବାରେ ଲାଗିଛି। ତେବେ ଗୋଆରେ ଖୁବ୍‌ ଶୀଘ୍ର ଗୋରୁମାଂସ ଉପଲବ୍ଧ କରାିବାକୁ ପ୍ରତିଶ୍ରୁତି ଦେଇଛି…

ବେଦିକ୍‌ ପେଣ୍ଟ୍: ଗାଈ ଗୋବରରୁ ରଙ୍ଗ…

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଗାଇ ଗୋବରକୁ ଭାରତୀୟମାନେ ପବିତ୍ର ବୋଲି ବିବେଚନା କରିଆସୁଛନ୍ତି। ଗୋବର ଘର କାନ୍ଥ ଓ ଚଟାଣ ଲିପିବାରେ ବ୍ୟବହାର ହୋଇଥାଏ। ତେବେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏଥିରୁ ରଙ୍ଗ ପ୍ରସ୍ତୁତି ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଖୁବ୍‌ ଶୀଘ୍ର ଗୋବରରୁ ପ୍ରସ୍ତୁତ…

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌…

Click here to read this news in English ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି…

କରୋନା କାଳରେ କେଉଁଠି ଥିଲେ ‘ମୋ…

ଭୁବନେଶ୍ବର: କେବଳ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, କରୋନା କାଳରେ ଅନ୍ୟଜଣେ ବିଜେଡି ନେତା ମଧ୍ୟ ଗିରଫ ଅଭୟ-ଆକାଶ ପାଠକଙ୍କ ଚାର୍ଟର ଫ୍ଲାଇଟ୍‌ରେ ଯାତ୍ରା କରିଥିଲେ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା। ବିଜେଡିର ପ୍ରଭାବୀ ନେତା ତଥା "ଓଡ଼ିଶା ମୋ ପରିବାର"…

ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ…

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ଦଳ ଦୂରେଇ ଦେଇଥିଲା ବୋଲି ପୂର୍ବରୁ ସୂଚନା ରହିଥିଲା। ତେବେ ତାଙ୍କ ବିରୋଧରେ କ'ଣ ଜନବିରୋଧୀ କାର୍ଯ୍ୟର ଅଭିଯୋଗ ରହିଛି ବୋଲି ଦଳକୁ ପାଲଟା ପ୍ରଶ୍ନ କରିଥିଲେ ପ୍ରଦୀପଙ୍କ ପତ୍ନୀ। ଏ ନେି…

ନୂଆ ଖବରକାଗଜ ‘ସକାଳ’ର…

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ମଧ୍ୟରାତ୍ରିରେ ‘ସକାଳ’

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ 'ସକାଳ'। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ 'ସକାଳ'ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ…

ରାଜ୍ୟରେ କରୋନା ପରିଚାଳନା ବିପର୍ଯ୍ୟସ୍ତ:…

ଭୁବନେଶ୍ବର: ବିଜୁ ଜନତା ଦଳରୁ ବିଦା ହେବା ପରେ ବିଷ ଉଦ୍‌ଗାରିଛନ୍ତି ପୂର୍ବତନ ମନ୍ତ୍ରୀ, ଏକଦା ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ତଥା ବର୍ତ୍ତମାନ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ରାଜ୍ୟରେ କରୋପା ପରିଚାଳନା ବିପର୍ଯ୍ୟସ୍ତ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଶାସକ ଦଳର ଜଣେ…

ତଦନ୍ତ କରିବେ ଅରୁଣ ବୋଥ୍ରା, ପାଟଣାଗଡ଼ରେ…

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ସଫଳତା ପାଇଥିଲେ ବୋଥ୍ରା। ରହସ୍ୟ ଘେରରେ ଥିବା ଆପରାଧିକ ଘଟଣା ଉପରୁ ପରଦା ହଟାଇ ଅପରାଧୀକୁ ଧରିବାରେ ବୋଥ୍ରାଙ୍କର ପୂର୍ବ…

ନୟାଗଡ଼: ରାଜନୀତି ପାଇଁ ସୁହାଉଛି ପୁଲିସ ଓ…

ନୟାଗଡ଼: ଯଦୁପୁର ଗାଁରେ ପରୀ ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ବି ପୁଲିସର ହାତଖାଲି। ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏ ଦିଗରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏ ଘଟଣାର କ୍ରାଇମ୍‌ ବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ବିରୋଧୀଙ୍କ ଚାପ ଓ ଘଟଣାର ରହସ୍ୟମୟତାକୁ ଉପଲବ୍ଧି କରି ପରେ ଏ ଘଟଣାର ତଦନ୍ତ…