Odisha Link
Bridging the Missing Links in Odisha

ଗପର ନାମ ପରୀ: କିଡ୍‌ନୀ କ’ଣ…

ଏ ଶୀର୍ଷକ ପଢ଼ି ମନରେ କିଛି ଦ୍ବିତୀୟ ଚିନ୍ତାକୁ ବସା ବାନ୍ଧିବାର ସୁଯୋଗ ଦେବା ଆଗରୁ ପାଠକେ ଜାଣିରଖନ୍ତୁ ଯେ ନୟାଗଡ଼ର ନିରୀହ ପରି ପ୍ରତି ଆମର ସମସ୍ତ ସମବେଦନା ରହିଛି। ୫ ବର୍ଷର ନିଷ୍ପାପ ବାଳିକା ପରୀକୁ ଯେ ବି ହତ୍ୟା କରିଛି ତାକୁ ଚିହ୍ନଟ କରି କଡ଼ା ଦଣ୍ଡ ଦିଆଯାଉ ବୋଲି ଆମର କାମନା। ତେବେ ପରୀ ମୃତ୍ୟୁ…

ନୟାଗଡ଼: ପରୀ ହତ୍ୟା ପଛରେ ଏହି ୬ଟି କାରଣ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନିଷ୍ପାପ ବାଳିକା ଅମୃତା ସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବାରେ ଜିଲ୍ଲା ପୁଲିସ ବିଫଳ ହେବା ପରେ ସରକାର ଏ ମାମଲାକୁ କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ବିଧାନସଭା ଚାଲିଥିବା ସମୟରେ ପରୀ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାର…

ରାଜନୈତିକ ଚକ୍ରବ୍ୟୁହରେ ନୟାଗଡ଼ର ନଥା

ନୟାଗଡ଼: ପୁଲିସ ଈଶ୍ବର ନୁହେଁ। ଅତୀତରେ ଏଭଳି ବହୁ ଘଟଣା ଘଟିଛି, ଯେଉଁଠି ସ୍ଥାନୀୟ ପୁଲିସ ଏପରିକି ରାଜ୍ୟ ପୁଲିସ ମଧ୍ୟ ଦୋଷୀକୁ ଧରିବାରେ ବିଫଳ ହୋଇଛନ୍ତି। କିଛି କ୍ଷେତ୍ରରେ ଅପରାଧୀ ଅଚିରେ ଲୁଚିଯାଇଛି ଏବଂ କ୍ରାଇମ୍‌ ବ୍ରାଞ୍ଚ୍‌ ଏପରିକି ଦେଶର ସର୍ବୋଚ୍ଚ ତଦନ୍ତ ସଂସ୍ଥାନ ସିବିଆଇକୁ ମଧ୍ୟ ଖାଲିହାତରେ…

“ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ…

ପୁରୀ: "ସେ ଥିଲେ ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ। ଓଡ଼ିଶା ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଆଜକୁ ୬ ଶହ ବର୍ଷ ତଳେ ଓଡ଼ିଶା ମହାରାଜ୍ୟ ପ୍ରତିଷ୍ଠ କରିଥିବା ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ସର୍ବେଶ୍ରେଷ୍ଠ ହିନ୍ଦୁ ରାଜା ଥିଲେ। ଅସଲ ଅର୍ଥରେ ସେ ହିଁ ଥିଳେ ଓଡ଼ିଶା ଓ ଓଡ଼ିଆଙ୍କ…

ଶିକ୍ଷା ଓ ନୂତନ ଚିନ୍ତାଧାରା ହିଁ ଏକ…

ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‍‌ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ…

ଉତ୍କର୍ଷତାରୁ ଶ୍ରେଷ୍ଠତାର ଉଦାହରଣ କିଟ୍‍…

୨୧ ନଭେମ୍ବର ୨୦୨୦ କିଟ୍‌ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ସମାରୋହ ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା…

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ…

ଭୁବନେଶ୍ବର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ଶ୍ରୀ ସ୍ବାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି ପାଇଛନ୍ତି…

ଉତ୍କଳ ବିଶ୍ବବିଦ୍ୟାଳୟରେ ମନୋଜ ଦାସ ପଠନ…

ଭୁବନେଶ୍ବର: ରାଜ୍ୟର ସର୍ବ ପୂରାତନ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟି ପରିସରରେ ଏକ ନୂତନ ପଠନ ଗୃହ ଉନ୍ମୋଚିତ ହୋଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମରେ ଏହି ପଠନ ଗୃହଟିକୁ ନାମକରଣ କରାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ପାଠାଗାରରେ ଏହି ନୂତନ ପଠନାଗାର…

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ପାଞ୍ଚ…

ଖୋର୍ଦ୍ଧା: ସ୍ଥାନୀୟ ଖୋର୍ଦ୍ଧା ଲ' କଲେଜରେ ପାଞ୍ଚବର୍ଷିଆ ବିଏଏଲ୍‌ଏଲ୍‌ବି (ଅନର୍ସ) ପାଠ୍ୟକ୍ରମ ୨୦୨୦-୨୫ର ଶିକ୍ଷାର୍ଥୀମାନଙ୍କୁ ସ୍ବାଗତ କରାଯାଇଛି। ଏ ଅବସରରେ ଆୟୋଜିତ ଇଣ୍ଡକ୍ସନ୍‌ ସମାରୋହରେ ଫକୀର ମୋହନ ବିଶ୍ବବିଦ୍ୟାଳୟରର ପ୍ରାକ୍ତନ କୁଳପିତି ଡ. କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ…

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…