Odisha Link
Bridging the Missing Links in Odisha

“ପୁରୀ କଲିକତାରେ! ଓଡ଼ିଶାରେ ବୋଲି…

ଭୁବନେଶ୍ବର: "ପୁରୀ କଲିକତାରେ ବୋଲି ଅଧା ଲୋକ ଭାବୁଥିଲେ। ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପରେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିଲେ।" ଏଭଳି ବିତଣ୍ଡା ଯୁବକ୍ତି କରିଛନ୍ତି ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କର ଏଭଳି ଉକ୍ତି ସମ୍ବଳିତ…

ଫାଟକରେ ତାଲା, ପରୀକ୍ଷା ଦେବାରୁ ବଞ୍ଚିତ…

ଭୁବନେଶ୍ବର: ଆଜିଠାରୁ ବିଏସ୍‌ଡବ୍ଲୁ (ସମାଜସେବାରେ ସ୍ନାତକ) ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ସୁବାସ ଏକାଡେମୀ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ଟେକନଲୋଜିରେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ। କ୍ୟାମ୍ପସ ଫାଟକରେ ତାଲା ପଡ଼ିଥିବା କାରଣରୁ ପରୀକ୍ଷା ଦେବାକୁ ପହଞ୍ଚିଥିବା…

କୋଭିଡ୍‌ ଟିକା ହଲାଲ୍‌ ହୋଇଥିବା ଜରୁରୀ:…

ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏହାର ପ୍ରତିଷେଧକ ଟିକା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଗବେଷଣା ଚାଲିଛି। ଟିକା ଶୀଘ୍ର ଆସିବାର ସମ୍ବାବନା ବଢ଼ୁତିବା ବେଳେ ଏହାକୁ ଧର୍ମ ସହଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଉଇଡୋଡୋ। ଟିକା ହଲାଲ୍‌ (ଇସଲାମୀୟ ଉପାୟରେ…

ମୁଖ୍ୟସଚିବଙ୍କ ନାକତଳେ ନାଲିଗାର:…

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସରକାରଙ୍କ ଏକ ବୈଧାନିକ ଅନୁଷ୍ଠାନ ହୋଇଥିବା ବେଳେ ବର୍ତ୍ତାମନ ସମୟରେ ଏହାର ଗୁରୁତ୍ବ ବେଶ୍‌ ଅଧିକ। ଏହି ସଂସ୍ଥାର କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କୁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ବ ଅର୍ପଣ…

ସୁପ୍ରିମ କୋର୍ଟରେ ଏମିତି ଯୁକ୍ତିକଲେ…

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସୁପ୍ରିମ କୋର୍ଟରେ ଅନ୍ତରୀଣ ଜାମିନ ମିଳିଛି। ତେବେ ତାଙ୍କ ଜାମିନ ପାଇଁ ଆଜି ବେଶ୍‌ ବଳିଷ୍ଠ ଯୁକ୍ତି ରଖିଥିଲେ ତାଙ୍କ ଓକିଲ ହରିଶ ସାଲ୍‌ଭେ। ଏପରିକି ମହାରାଷ୍ଟ୍ର…

‘ହଜାରେ ଲୋକ ଜେଲରେ ଅଛନ୍ତି,…

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇ ଆଠଦିନ ଧରି ଜେଲରେ ଥିବା ଅର୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି କରୁଛନ୍ତି ସର୍ବୋଚ୍ଚ ଅଦାଲତ। ତେବେ ସୁପ୍ରିମ୍‌ କୋର୍ଟର ଏଭଳି ଶୁଣାଣିକୁ ବିରୋଧ କରିଛନ୍ତି ସୁପ୍ରିମ୍‌ କୋର୍ଟ ବାର ଆସୋସିଏସନ୍‌ ସଭାପତି ଦୁଶ୍ୟନ୍ତ…

୬ ଦିନ ଧରି ଜେଲରେ ଅର୍ଣବ, ଆଜି ବି…

ମୁମ୍ବାଇ: ଜାମିନ ଆଶାରେ ତୃତୀୟ ଥର ପାଇଁ ଆଜି ବି ଅର୍ଣବ ଗୋସ୍ବାମୀଙ୍କୁ ନିରାଶ ହେବାକୁ ପଡ଼ିଛି। ୬ ଦିନ ଧରି ଜେଲରେ ବିତାଇ ସାରିଥିବା ଅର୍ଣବଙ୍କ ଜାମିନ ଆବେଦନ ଉପରେ ଆଜି ମଧ୍ୟ ବମ୍ବେ ହାଇକୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ପାରିନାହାନ୍ତି। ନଭେମ୍ବର ୬ ଓ ୭ ତାରିଖରେ ମଧ୍ୟ ଦୁଇଥର ଜାମିନ ଆବେଦନ କରି…

ଜନ୍ମଦିନରେ ଆଡଭାନୀଙ୍କୁ ଭେଟିଲେ ମୋଦି,…

ନୂଆଦିଲ୍ଲୀ: ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ବିଜେପିି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ। ଏ ଅବସରରେ ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୮ ନଭେମ୍ବର ୧୯୨୭ରେ କରାଚୀରେ (ବର୍ତ୍ତମାନ ପାକିସ୍ତାନରେ) ଜନ୍ମିତ…

ବଦଳିଲା ସ୍ବର: ଅବ୍ କି ବାର୍‌ ଟ୍ରମ୍ପ୍‌…

ନୂଆଦିଲ୍ଲୀ: ଆମେରିକାରେ ଜୋ ବାିଡେନ୍‌ ରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଟ୍ରମ୍ପ୍‌ଙ୍କୁ ଭୋଟଦେବା ଲାଗି ପୂର୍ବରୁ ଆମେରିକାରେ କହିଥିବା ମୋଦିଙ୍କର ସ୍ବର ଏବେ ବଦଳି ଯାଇଛି। ବାଇଡେନ୍‌ଙ୍କ ସହ ନିବିଡ଼ ହୋଇ କର୍ଯ୍ୟ କରିବୁ ବୋଲି…

ଆମେରିକା ନିର୍ବାଚନ: ଜୋ ବାଇଡେନ୍‌…

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ଢେର ଅଧିକ ଭୋଟ ପାଇଛନ୍ତି ଜୋ ବାଇଡେନ୍। ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ଆମେରିକାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ (ଭୋଟ୍) ଥିବା ବେଳେ ଏଥିରୁ ୨୭୦ରେ ବିଜୟୀ ହେଲେ ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ…