ଆଜି ବି ମିଳିଲାନି ଜାମିନି, ନିଷ୍ପତ୍ତି…
ମୁମ୍ବାଇ: ଚାରି ଦିନ ଧରି ଜେଲରେ ଥିବା ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଜାମିନି ଆବେଦନ ନେଇ ଆଜି ବି ନିଷ୍ପତ୍ତି ହୋଇପାରିନାହିଁ। ଗତକାଲି ତାଙ୍କର ଜାମିନି ନାମାଞ୍ଜୁର ହୋଇଥିବା ବେଳେ ଆଜି ପୁନଃଶୁଣାଣି ହୋଇଥିଲା। ଅର୍ଣବଙ୍କ ପକ୍ଷ ରଖିବାକୁ ଦେଶର ୧୩ ଜଣ ନାମୀ ଓକିଲଙ୍କୁ ଦାୟିତ୍ବ ଦିଆ…