Odisha Link
Bridging the Missing Links in Odisha

ବିରଜା ମହାପାତ୍ରଙ୍କ ଉପନ୍ୟାସ…

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ସାରିଆ ନାନୀ' ଓଡ଼ିଆ ଅନ୍ତରଙ୍ଗ ପଣର ନିଛକ ପ୍ରତିଛବି ଓ ଏହା ନିଶ୍ଚୟ ଏକ ପୁରସ୍କାର ଉପଯୋଗୀ ପୁସ୍ତକ ବୋଲି ଏହାର ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ…

ବୈଜୟନ୍ତଙ୍କ ବାହାମାସ୍‌ ସମ୍ପର୍କ ଓ…

ଭୁବନେଶ୍ବର: ଅଜଣା ସୂତ୍ରରୁ କଳାଧନ ଆଣିବା ନେଇ ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଓଟିଭି ମୁଖିଆ ଜାଗୀମଙ୍ଗତ ପଣ୍ଡାଙ୍କୁ ବିଜୁ ଜନତା ଦଳ ଅକଳରେ ପକାଇଛି। ଏକ ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଫିନଲେ, ମେସିନା ଓ ପିକିକା ନାମରେ…

ଦାଦା ବଟି ଆଦାୟ: ୬ ଓ୍ବେବ୍‌ ପୋର୍ଟାଲ…

ଭୁବନେଶ୍ବର: ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିଲେ, ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ, ଖବର ପ୍ରସାରଣ କରି ହଇରାଣ କରିବୁ ବୋଲି ଡରାଉଥିଲେ। ଏବେ ଏମିତି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ୍। ସେମାନେ ବିଭିନ୍ନ ତଥାକଥିତ ଓ୍ବେବ୍‌…

ମଧ୍ୟପ୍ରଦେଶ: ହାଜତ ଭିତରେ ୧୦ ଦିନ ଯାଏଁ…

ଭୋପାଳ: ହାଜତ ଭିତରେ ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯୁବତୀଙ୍କୁ ୫ ଜଣ ପୁଲିସ କର୍ମଚାରୀ ୧୦ ଦିନ ଯାଏଁ ଧର୍ଷଣ କରିବାର ଅଭିଯୋଗ ହୋଇଛି। ଘଟଣା ମେ ମାସରେ ଘଟିଥିଲେ ବି ଅକ୍ଟୋବର ୧୦ ତାରିଖରେ ଏକ ନ୍ୟାୟିକ ଗୋଷ୍ଠୀ ଜେଲ୍‌ ପରିଦର୍ଶନରେ ଯାଇଥିବା ବେଳେ ଘଟଣା ସାମନାକୁ ଆସିଛି। ରେଓ୍ବା ଜିଲ୍ଲା ମଙ୍ଗଓ୍ବାନ…

ଟିଆର୍‌ପି ଘୋଟାଲା: ବିଳିବିଳେଇଲେ…

ମୁମ୍ବାଇ: ଟେଲିଭିଜନ୍‌ ରେଟିଂ ପଏଣ୍ଟ୍ (TRP)‌ ଠକେଇ ମାମଲାରେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣ୍ଣବ୍‌ ଗୋସ୍ବାମୀ ଛନ୍ଦି ହୋଇ ପଡ଼ିଥିବା ବେଳେ ତାଙ୍କ ବିରୋଧରେ ଖୋଲାଖୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଇଣ୍ଡିଆ ଟିଭି ମୁଖ୍ୟ ରଜତ୍‌ ଶର୍ମା। ଏଥିରେ ଅଗ୍ନିବାଣ ହୋଇଛନ୍ତି ଅର୍ଣ୍ଣବ ଗୋସ୍ବାମୀ। ପୂର୍ବରୁ…

ବିଜେପି ନେତାଙ୍କ ଘରୁ ୧୮ କୋଟି ଟଙ୍କାର…

ପାଟନା: ଭାରତ ଭିତରେ ପଶି ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘରୁ ୨୩ କିଲୋଗ୍ରାମ୍‌ ସୁନା ବିସ୍କୁଟ୍‌ ଜବତ କରିଛି ନେପାଳ ପୁଲିସ। ଏହାର ବଜାର ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ। ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ସୁନା ଚାଲାଣ ହୋଇତିବା ନେଇ ସନ୍ଦେହ ଉଠିଥିବା ବେଳେ ଏହାକୁ ଏକ ରାଜନୈତିକ…

ଜୀବିତ ବିଜେପି ନେତାଙ୍କୁ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ବର: ବିଜେପି ନେତା ସୁସ୍ଥ ଅଛନ୍ତି। ଏଣେ ସାମାଜିକ ଗଣମାଧ୍ୟମରେ ତାଙ୍କ ପାଇଁ ମୃତ୍ୟୁଲେଖ ଲେଖି ପକାଇଲେ ବିିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଜେନା। ଏଥିପାଇଁ ମନ୍ତ୍ରୀଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଥିବା ବେଳେ ନିଜର ଭୁଲ ବୁଝିପାରି ସେ ନିଜର ପୋଷ୍ଟଟି ହଟାଇ ଦେଇଛନ୍ତି। କଟକ ବାସିନ୍ଦା…

ଟିଆର୍‌ପି ଘୋଟାଲା: ଗିରଫ ହୋଇପାରନ୍ତି…

ମୁମ୍ବାଇ: ଟେଲିଭିଜନ୍‌ ରେଟିଂ ପଏଣ୍ଟ୍‌ (ଟିଆର୍‌ପି) କେଳେଙ୍କାରୀ ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ। ଫଳରେ ତାଙ୍କର ଗିରଫ ହେବାର ସମ୍ଭାବନା ବଢ଼ିଯାଇଛି। ଲାଇଭ୍‌ ଲ' ରିପୋର୍ଟ ଅନୁସାରେ ଅର୍ଣ୍ଣବଙ୍କ…

ରାଜ୍ୟରେ ପ୍ରଥମ: ରାୟଗଡ଼ା ପୌର ପରିଷଦରେ…

ରାୟଗଡ଼ା: ଏକପ୍ରକାର ସାମଜିକ ବାସନ୍ଦ ଜୀବନ ବିତାଉଥିବା ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ରାୟଗଡ଼ା ପୌର ପରିଷଦ କର୍ତୃପକ୍ଷ। ପ୍ରଥମ ଥର ପାଇଁ ୫ ଜଣ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ପୌର ପରିଷଦ ପକ୍ଷରୁ ଗାଡ଼ିଚାଳକ ଭାବେ ନିଯୁକ୍ତି ମିଳିଛି।…

ଷ୍ଟାର୍‌ ପ୍ରଚାରକ: ବିଜେପି ତାଲିକାରେ…

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ଓ ବିଜେଡି ଉଭୟ ଦଳ ପକ୍ଷରୁ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ବିଜୁ ଜନତା ଦଳ ତାଲିକାରେ ୩ ଜଣ ଚଳଚ୍ଚିତ୍ର ଅଭିନେତା ସାମିଲ ହୋଇଥିବା ବେଳେ ଭାରତୀୟ ଜନତା ଦଳ ତାଲିକାରେ ଜଣେ ବି ଅଭିନେତା-ଅଭିନେତ୍ରୀ ନାହାନ୍ତି।…