Odisha Link
Bridging the Missing Links in Odisha

ବିଜେଡି ଷ୍ଟାର୍‌ ପ୍ରଚାରକ ତାଲିକାରୁ ବାଦ…

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେଡି ପ୍ରଚାର ଶୋଭାଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପରେ ଯଦି କାହାକୁ ଦେଖିବା ପାଇଁ ଅଧିକ ଭିଡ଼ ଜମୁଥିଲା ତେବେ ସେ ଥିଲେ ଅଭିନେତା ଅନୁଭବ ମହାନ୍ତି। ଅଭିନେତା ଅନୁଭବଙ୍କୁ ଦେଖିବା ପାଇଁ ବିଶେଷ କରି ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ରହିଥିଲା। କିନ୍ତୁ…

ଓଟିଭି ବିରୋଧରେ ଯାଜପୁରରେ ଏତଲା ପାଇଁ…

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ମିଥ୍ୟା ଖବର ପ୍ରସାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନାରେ ଖବର ଚାନେଲ ଓଟିଭି, ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଓ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଯାଏଁ ଏତଲା ଦିଆ ହୋଇ…

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ…

ଭୁବନେଶ୍ବର: ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। କୋଭିଡ୍‌ କଟକଣା ପାଇଁ ଜନ୍ମଦିନ ପାଳନରୁ ବିରତ ଥିବା ନବୀନଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରୁ ଆସୁଛି ଶୁଭେଚ୍ଛା…

୭୫ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ। ୭୪ ପୂରି ଆଜି ଠାରୁ ତାଙ୍କୁ ୭୫ ଚାଲିଲା। ନବୀନ ପଟ୍ଟନାୟକ ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରି ନ ଥିଲେ ଓ ଗଣମାଧ୍ୟମକୁ ମିଛ ଫଟୋ ତଥା ଭିଡିଓ ଦିଆଯାଇଛି ବୋଲି ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓଟିଭିରେ ଗତକାଲି ଠାରୁ ଏକ ଖବର ପ୍ରସାରଣ ହୋଇଆସୁଛି। ତେବେ ଏ ନେଇ ଆଜି ରାଜ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଛ…

ଓଟିଭି ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ବର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ତାଙ୍କ ଘର ପାଖରୁ ଉଠାଇନେଇଛି ପୁଲିସ। ଏ ନେଇ ସୂଚନା ଦେଇଛନ୍ତି ତାଙ୍କ ସହ ଥିବା ଓଟିଭିର ଅନ୍ୟ ଜଣେ ମହିଳା କର୍ମଚାରୀ। ପୁଲିସ ତାଙ୍କୁ ଉଠାଇ ନେବା ପୂର୍ବରୁ ଫୋନ୍‌ ଛଡ଼ାଇ ନେଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମହିଳା ସାମ୍ବାଦିକ ସୂଚନା ଦେଇଛନ୍ତି।…

ମନ୍ଦିରରେ କୁକୁର ମଳ ଛାଡ଼ିବା ପଡ଼ିଲା…

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ପରେ ଶେଷରେ ତତ୍ପର ହୋଇଛି କମିଶନରେଟ ପୁଲିସ। ପୁରୁଣା ଭୁବନେଶ୍ବର ବଣିଆ ସାହିରେ ଥିବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।…

୨୪ ବର୍ଷ ପରେ ଆଶାବାଡ଼ି ଛାଡ଼ି ଠିଆ ହେଲେ…

ସୁନ୍ଦରଗଡ଼: ‘‘୨୪ ବର୍ଷ ହେଲା ଆଶାବାଡ଼ିକୁ ଭରସା କରି ମୁଁ ବାଟ ଚାଲୁଥିଲି। ହେଲେ ଏବେ ଆଶାବାଡ଼ି ଛାଡ଼ି ନିଜ ଗୋଡ଼ରେ ଠିଆ ହୋଇ ପାରୁଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ଯେମିତି ନୂଆ ଜୀବନ ପାଇଛି’’, ଏହା କହିଛନ୍ତି ସମ୍ବଲପୁର ମହୁଲମୁଣ୍ଡା ଗ୍ରାମର ଯୋଶେଫ ତିର୍କୀ। ତାଙ୍କ ଜୀବନର ଏହି ଖୁସି ପାଇଁ…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

ଆମଦାନୀ ନେତା ଏବେ ବିଜେଡିର ଗେହ୍ଲାପୁଅ:…

ଭୁବନେଶ୍ବର: ବିଜୁ ଜନତା ଦଳରେ ନବ-ମନୋନୀତ ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। କର୍ମକର୍ତ୍ତା ଚୟନରେ ପ୍ରିୟାପ୍ରୀତି ତୋଷଣ, ପୁରୁଣା ନେତାଙ୍କୁ ଅଣଦେଖା, ଆମଦାନୀ ନେତାଙ୍କୁ ଗୁରୁତ୍ବ ଭଳି ଅଭିଯୋଗ ଉଠିଛି। ଏପରିକି କନିଷ୍ଠ, ଅନଭିଜ୍ଞ ନେତା ଓ ସୁନ୍ଦରୀ ଯୁବତୀଙ୍କୁ ବରିଷ୍ଠ…