Odisha Link
Bridging the Missing Links in Odisha

ଶ୍ରଦ୍ଧାଞ୍ଜଳି ପାଇଲେ ସାହିତ୍ୟ ଅକାଦେମି…

ନୂଆଦିଲ୍ଲୀ : ପୁସ୍ତକ 'ଶ୍ରୀମୟୀ ମା'ର ଅନୁବାଦ ପାଇଁ ଓଡ଼ିଆ ଅନୂବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦର୍ଶନ କରିଛି। ସନ୍ଧ୍ୟାରେ ତ୍ରିପୁରାର ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ସଭାକକ୍ଷରେ ସାହିତ୍ୟ ଅକାଦେମୀର ୨୦୧୮ ବର୍ଷର…

ବର୍ଷାଜଳ ସଂରକ୍ଷଣ କରିବାକୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଆଉ ଅଳ୍ପଦିନ ପରେ ବର୍ଷା ଦିନ ଆସିବ। ଗ୍ରାମାଞ୍ଚଳରେ ଜଳ ସଂକଟକୁ ଆଖି ଆଗରେ ରଖି ଠିକ୍‌ ବର୍ଷାଦିନ ଆଗରୁ ଗାଁ ମୁଖିଆମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଚିଠିରେ ଲେଖିଛନ୍ତି ଯେ, ମୌସୁମୀ ଆସିବା ପୂର୍ବରୁ ବୃହତ୍ ପରିମାଣର ବର୍ଷାଜଳ ସଂରକ୍ଷଣ କରିବା ପାଇଁ…

ସାକାର ହେଲା ୭୫ ଵର୍ଷ ତଳର ପ୍ରେମ,…

ପ୍ୟାରିସ୍‌: କଥାରେ ଅଛି ଭଲ ପାଇବା ହେଉଛି ଭଗବାନଙ୍କ ଦାନ। ସେଥିପାଇଁ ବୋଧେ ଭଲ ପାଇବା ନାଁ ଶୁଣିଲେ ସମସ୍ତଙ୍କର କିଛି କିଛି ହୁଏ। କାରଣ ଭଲ ପାଇବା ହେଉଛି ପ୍ରକୃତିର ଦାନ। ଏହି ଭଲ ପାଇବାକୁ ନେଇ ତିଆରି ହୋଇଛି ପ୍ରକୃତି । ତେବେ ଏଭଳି ଏକ ଭଲ ପାଇବା ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦୀର୍ଘ…

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର…

କଟକ : ମହିଳା ସାମ୍ବାଦିକଙ୍କୁ ଖରାପ ବ୍ୟବହାର କରି ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ…

ଜୁନ୍‌ ୩୦ରୁ ‘ମନ୍‌ କି…

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି ସରକାର। ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ମୋଦିଙ୍କ ଦ୍ବିତୀୟ ଇନିଂସରେ ପୁଣିଥରେ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଆରମ୍ଭ ହେବାକୁ ଯାଉଛି। ମିଳିଥିବା…

୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ…

ନୂଆଦିଲ୍ଲୀ:ପ୍ରାୟ ୩ ଦଶନ୍ଧି ପରେ ସଂସଦ ବାହାରେ ରହିବେ ମନୋମହନ ସିଂହ। ଦେଶର ଏହି ଅନୁଭବୀ ନେତା ତଥା ପୂର୍ବତନ ଆରବିଆଇ ଗଭର୍ଣ୍ଣର ସଂସଦରେ ଆଉ ଦେଖାଯିବେ ନାହିଁ। କାହିଁକିନା ଗତକାଲି ଶେଷ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ। ୧୭ତମ ଲୋକସଭା ଆରମ୍ଭ ହେବାର ତିନି ଦିନ…

ଶହୀଦ କମାଣ୍ଡୋ ଭଉଣୀର ବାହାଘରରେ…

ବିହାର: ଏ ଦୁନିଆରେ ଭାଇ ଭଉଣୀର ସମ୍ପର୍କଠୁ ବଳି ଆଉ କିଛି ନାହିଁ। ଭାଇ ଭଉଣୀର ସମ୍ପର୍କ ସବୁଠୁ ଉର୍ଦ୍ଧରେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭାଇର ଶୁଭ ମନାସୀ ଭଉଣୀଟିଏ ଅନେକ ଓଷା ଉପବାସ କରିଥାଏ। ଭାଇ ହାତରେ ରାଖିବାନ୍ଧିବା ପାଇଁ ମଧ୍ୟ ଭଉଣୀଟିଏ ଉତ୍ସାହର ସହ ଅପେକ୍ଷା କରି ରହିଥାଏ। ସେଥିପାଇଁ ତ…

ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ:…

ଭୁବନେଶ୍ବର: ଆଜି ଏଫଆଇଏଚ୍‌ ପୁରୁଷ ସିରିଜ ଫାଇନାଲ ପ୍ରତିଯୋଗିତାର ଫାଇନାଲରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଲଢେଇ । ଏହା ପୂର୍ବରୁ ଭାରତ ହକିପ୍ରେମୀଙ୍କ ପାଇଁ ଖୁସି ଖବର କାହିଁକିନା ଟୋକିଓ ଅଲମ୍ପିକ କ୍ବାଲିଫାୟାର ପାଇଁ ସ୍ଥାନ ପକ୍କା କରିଛି ଭାରତୀୟ ହକି ଦଳ। ଗତକାଲି ଖେଳାଯାଇଥିବା ସେମିଫାଇନାରେ…

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆୟୋଜନକୁ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ବର୍ଷା। କାରଣ ଏଯାବତ୍‌ ୧୯ଟି ମ୍ୟାଚରୁ ୩ଟି ମ୍ୟାଚ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏପର୍ଯ୍ୟନ୍ତ ୧୨ଟି ବିଶ୍ବକପ୍‌ ଆୟୋଜନ ହୋଇଛି,…

ପଶ୍ଚିମବଙ୍ଗରେ ମମତା-ଡାକ୍ତର ବିିବାଦ:…

କୋଲକାତା: ବିବାଦ ମମତାଙ୍କ ପିଛା ଛାଡ଼ିବା ଜମା ନାଁ ଧରୁନି। ପୂର୍ବରୁ ପୋଷ୍ଟକାର୍ଡ, ସ୍ଲୋଗାନ୍‌ ଭଳି ବିବାଦ ଘେରେ ଥିବା ମମତା ଏବେ ଡାକ୍ତରଙ୍କ ବିବାଦରେ ଛନ୍ଦି ହୋଇଯାିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ…