Odisha Link
Bridging the Missing Links in Odisha

ବିଜେଡ଼ି ରାଷ୍ଟ୍ରପତିଙ୍କ ଅଭିଭାଷଣର…

ନୂଆଦିଲ୍ଲୀ : ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଲୋକସଭାରେ ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜୁ ଜନତା ଦଳ ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ…

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ…

ଭୁବନେଶ୍ୱର: ଶୁକ୍ରବାର ସୁବ୍ରତ ବାଗ୍‌ଚୀଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୧୬ରେ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ସୁବ୍ରତ ବାଗ୍‌ଚୀଙ୍କୁ କ୍ୟାବିନେଟ୍‌ ପାହ୍ୟା ଭଳି ସୁବିଧା…

ପଦ୍ମ ଶଙ୍ଖ ଭାଇ ଭାଇ, ବିଜେପି ରାଜ୍ୟସଭା…

ଭୁବନେଶ୍ୱର: କଥାରେ ଅଛି ଲୁଚିଛି ନାଁ ଗୋଡ଼ ଦିଟା ଦିଶୁଛି। ଠିକ୍‌ ସେହିପରି ବିଜେଡ଼ି ଆଉ ବିଜେପିର ଭାଇ ଭାଇ ପ୍ରେମ ଯେତେ ଲୁଚେଇଲେ ବି ଲୁଚୁନି। ଆଜି ଖୋଦ ବିଜେଡ଼ି ସୁପ୍ରିମୋ ପଦ୍ମ-ଶଙ୍ଖ ଭିତରେ ଥିବା ଭାଇ ଭାଇର ଭିତିରି ପ୍ରେମକୁ ପଦାରେ ପକାଇଛନ୍ତି। ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ପାଇଁ ବିଜେଡ଼ି…

ରାଜ୍ୟସଭା ଉପନିର୍ବାଚନ: ବିଜେଡ଼ିରୁ ଅମର ଓ…

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ। ଘୋଷଣା କରିଥିବା ୩ଟି ନାମ ମଧ୍ୟରୁ ୨ଟି ଆସନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର…

ଅମିତ ଓ ବ୍ରଜଭୂଷଣ ପାଇବେ ୨୦୧୮ OSJA…

ଭୁବନେଶ୍ବର: ଅର୍ନ୍ତଜାତୀୟ ହକି ଖେଳାଳି ଅମିତ ରୋହିତ ଦାସ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (OSJA)ପକ୍ଷରୁ ୨୦୧୮ ବର୍ଷ ପାଇଁ ସ୍ପୋର୍ଟସ୍‌ ପରସନ ଆଓ୍ବାଡ଼ ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ପାଇଥିବା ବକ୍ଦିଂ କୋଚ ବ୍ରଜ ଭୂଷଣ ମହାନ୍ତିଙ୍କୁ ୨୦୧୮ ବର୍ଷ ଲାଇଫଟାଇମ୍‌…

ଅନ୍ତର୍ଜାତୀୟ ଯୋଗ ଦିବସ: ନିଆରା ଶୈଳୀରେ…

ନୂଆଦିଲ୍ଲୀ: ଆଜି ଭାରତ ସମେତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚେନ୍ନାଇରେ ମଧ୍ୟ ଯୋଗ ଦିବସ ପଳାନ କରାଯାଇଛି। ଏହି ଯୋଗ ଦିବସ ଅବସରରେ ଚେନ୍ନାଇର ସ୍କୁଲ ପିଲାମାନେ ଯୋଗ ତ କରିଥିଲେ, କିନ୍ତୁ ଏହା ସହ ଏକ ନିଆରା ଶୈଳୀରେ ଯୋଗ କରି ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ପାଇଁ ଶୁଭେଚ୍ଛା…

୧୦୨ ଅଧିକାରୀଙ୍କୁ ନିଯୁକ୍ତି ଦେଲେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ର କୃତି ପ୍ରତିଯୋଗୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି|ଏକ ସ୍ବତନ୍ତ୍ର କାରଯ୍ୟକ୍ରମ ଜୟଦେବ ଭବନଠାରେ ଆୟୋଜିତ ହୋଇଛି। ଲହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦୨ ଜଣ ନବ ନିଯୁକ୍ତ…

ଶହୀଦଙ୍କ ମରଶରୀରରେ ଦଳୀୟ ପତାକା ଢଙ୍କା…

ଭୁବନେଶ୍ୱର: ଶହୀଦ ଅଜିତ୍ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ଢଙ୍କାଯିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏଥିପାଇଁ ଦଳ ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବା ସହିତ ନବୀନ ନିଜେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ଆଜି ଭୁବନେଶ୍ୱର…

ଏନ୍‌ସେଫାଲାଇଟିସ୍‌ ରୋଗରେ ୧୫୮ ଜଣ ଶିଶୁ…

ମୁଜାଫରପୁର: ଏନ୍‌ସେଫାଲାଇଟିସ୍‌ ରୋଗ ପାଇଁ ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ସରକାର କୌଣସି ସମାଧାନର ବାଟ ବାହାର କରିପାରୁ ନଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮ରେ ପହଞ୍ଚିଲାଣି। ଜୁନ ମାସ ଆରମ୍ଭରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଚାହୁଁ ଚାହୁଁ ୧୫୮…

୧୭ତମ ଲୋକସଭା: ତିନ୍‌ ତଲାକ ବିଲକୁ ବିରୋଧ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ତିନ୍ ତଲାକ ବିଲକୁ ଆଗତ କରିଛନ୍ତି| ଏହି ବିଲ୍‌ ଦ୍ବାରା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି| ଏହା ସହ…