Odisha Link
Bridging the Missing Links in Odisha

ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପୁଣି ଚର୍ଚ୍ଚାରେ। ପୂର୍ବରୁ ଅଭିନନ୍ଦନ ତାଙ୍କ ବୀରତ୍ବ ଓ ନିଜ ନିଶକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ହେଉଥିବା ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏକ ଭିନ୍ନ ଦାବି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା ରାଶି ପ୍ରଦନା କରିଛି ସାପୋରଜି ପାଲୋଞ୍ଜି ଗ୍ରୁପ୍। ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍‌ ଓ ପୁନରଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୧ ଲକ୍ଷ…

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ,…

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ…

ପିଇସୀ-ପୁତୁରାଙ୍କ ବ୍ରେକଅପ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ ଏକାଠି ଦେଖିବାକୁ ମିଳିବନି ହାତୀ-ସାଇକେଲ। କାରଣ ବହୁଜନ ସମାଜ ପାର୍ଟି (ବିଏସପି)-ସମାଜବାଦୀ ପାର୍ଟି(ସପା)ମେଣ୍ଟରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ଟ୍ୱିଟ ଜରିଆରେ ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ଆଗକୁ ଆସୁଥିବା ସମସ୍ତ ଛୋଟ ବଡ…

ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା…

ଚେନ୍ନାଇ: ୧୯୭୭ ମସିହାରେ ସାରା ଦେଶରେ ଚହଳ ପକାଇଥିବା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର.ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ…

କ୍ରିକେଟ ବିଶ୍ବକପ୍: ‘ହମ୍‌ ତୋ…

ସାଉଥହମ୍ପଟନ: କ୍ରିକେଟ ମହାକୁମ୍ଭର ୩୧ତମ ମ୍ୟାଚ ଆଜି ଆଫଗାନିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ଖେଳାଯିବ। ବାଲାଂଦେଶ ୫ ପଏଣ୍ଟ ସହ ଆଇସିସି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନ ଗୋଟାଏ ବି ମ୍ୟାଚ ନ ଜିତି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି। ବାଲାଂଦେଶ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ…

୫ଟି ଭାଷାରେ ବକ୍ତବ୍ୟ ଦେଲେ ପ୍ରତାପ,…

ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ଚର୍ଚ୍ଚାରେ। ଲୋକସଭାର ୧୭ତମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ଧନ୍ୟବାଦ ଅଭିଭାଷଣ ଦେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଗୃହରେ ସେ ୫ ଟି ଭାଷା ଯଥା ଇଂରାଜୀ ,ହିନ୍ଦୀ ,ଓଡ଼ିଆ ,ସଂସ୍କୃତ ଓ…

ଦବଙ୍ଗ ବିଧାୟକ ଗିରଫ, କୋର୍ଟରେ ହାଜର

ବଲାଙ୍ଗୀର: ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର ଗିରଫ। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଥିଲା। ପୁଲିସ୍ ତାଙ୍କୁ ବଲାଙ୍ଗୀର ଏସପି ଅଫିସରେ ପଚରାଉଚାରା ଚାଲିଥିଲା ସୂଚନା ରହିଛି। ପଚରାଉଚରା ପରେ ସରୋଜଙ୍କୁ ପାଟଣାଗଡ଼ ଥାନାକୁ ନେଇଥିଲା ପୁଲିସ୍। ଥାନରେ ତାଙ୍କ…

କ୍ରିକେଟ ମହାକୁମ୍ଭ ୨୦୧୯: ସେମିଫାଇନାଲ…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ୨୦୧୯ର ୩୦ ତମ ମ୍ୟାଚ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲାରେ ସାଉଥ ଆଫ୍ରିକାକୁ ହରାଇ ପାକିସ୍ତାନ ବିଜୟୀ ହୋଇଛି। ବର୍ତ୍ତମାନ କ୍ରିକେଟ ମହାକୁମ୍ଭର ଦ୍ବାଦଶ ସଂସ୍କରଣର ପ୍ରାୟ ଅଧାରୁ ଅଧିକ ଲିଗ୍‌ ମ୍ୟାଚ ଶେଷ ହୋଇ ସାରିଲାଣି। ତେବେ…

ଆର୍‌ବିଆଇକୁ ଝଟକା, ଡେପୁଟି ଗଭର୍ଣ୍ଣର…

ମୁମ୍ବାଇ: ୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ)କୁ ପୁଣି ଏକ ବଡ଼ ଝଟକା ଲାଗିଛି। କାହିଁକିନା ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ବିରଳ ଆଚାର୍ଯ୍ୟ। ତାଙ୍କ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ପୂର୍ବରୁ ଗତବର୍ଷ ଡିସେମ୍ବର…