Odisha Link
Bridging the Missing Links in Odisha

ଓ୍ୱାଇଏସଆର କଂଗ୍ରେସର ସାଂସଦ ଉପବାଚସ୍ପତି…

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଲୋକସଭାରେ ଉପବାଚସ୍ପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଓଡ଼ିଶାର ଶାସକ ଦଳର ସାଂସଦଙ୍କୁ ଉପ ବାଚସ୍ପତି ପଦ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ…

ବଲାଙ୍ଗୀର: ସୁରଟର ତକ୍ଷଶୀଳା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ପରେ ଓଡ଼ିଶା ସରକାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ଯାଞ୍ଚ କରିବା ପାଇଁ ଓଡ଼ିଶାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିଥିଲା। ଆଜି ବଲାଙ୍ଗୀର ଜିଲ୍ଲାର…

ଏଏନ୍‌-୩୨ ବିମାନ: ୮ ଦିନ ପରେ ଅରୁଣା‌ଚଳ…

ନୂଆଦିଲ୍ଲୀ: ୮ ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ବାୟୁସେନା ବିମାନ ଏନ-୩୨ ଠାବ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଛି। ଜୁନ ୩ ତାରିଖ ଦିନ ରୁଷ…

୯ ଦିନ ପରେ ମିଳିଲା ଏନ-୩୨ ବିମାନର…

ନୂଆଦିଲ୍ଲୀ: ୯ ଦିନ ପରେ ଭାରତୀୟ ବାୟୁସେନାର ନିଖୋଜ ଏନ-୩୨ ବିମାନର କିଛି ଭଗ୍ନାଂଶ ଠାବ ହୋଇଛି। ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନିଖୋଜ ବିମାନର ଭଗ୍ନାଂଶକୁ ଦେଖିବାକୁ ପାଇଥିବା ସୂଚନା ମିଳିଛି।…

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ:…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ତାଣ୍ଡବ…

ରାଜ୍ୟରେ ଖୋଲିବ ବିଦେଶ ଡାକଘର

ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ଏଣିକି ଓଡ଼ିଶାରୁ ବିଦେଶକୁ ଡାକ ଯୋଗେ ପଠେଇ ପାରିବେ ପାର୍ସଲ। ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ…

ଆହାତ କାରଣରୁ ଶିଖର ୩ ସପ୍ତାହ ପାଇଁ ଦଳରୁ…

ଇଂଲଣ୍ଡ: ଭାରତୀୟ କ୍ରିକେଟ୍‌ ଟିମକୁ ଝଟକା। ଭଲ ଫର୍ମରେ ଥିବା ଭାରତୀୟ କ୍ରିକେଟ ଦଳର ଓପନର ଗବର ସିଂ ଶିଖର ଧାଓ୍ବନ ତିନି ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବଲରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଥିବା ସୂଚନା…

ସାମ୍ବାଦିକ ପ୍ରଶାନ୍ତଙ୍କୁ ଜାମିନ ପାଇଁ…

ନୂଆଦିଲ୍ଲୀ: ଗିରଫ ହୋଇଥିବା ଉତ୍ତର ପ୍ରଦେଶ ସାମ୍ୱାଦିକ ପ୍ରଶାନ୍ତ କନୌଜିଆୟାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଭିଡିଓ ଟ୍ୱିଟ୍ କରି ଗିରଫ ହୋଇଥିଲେ ପ୍ରଶାନ୍ତ। ସାମ୍ୱାଦିକ ଜଣଙ୍କ ଭିଡିଓ ଏବଂ ଟ୍ୱିଟରେ ଲେଖିଥିବା…

ଓଡ଼ିଶାରେ ହୋଇପାରେ ୨୦୩୨ ଅଲମ୍ପିକ୍: ଏ…

ନୂଆଦିଲ୍ଲୀ: ୨୦୩୨ ଅଲମ୍ପିକ ଓଡ଼ିଶାରେ ହେବ କି ଏ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। କାହିଁକିନା ଇଣ୍ଡିଆନ ଅଲମ୍ପିକ ଆସୋସିଏସନର ସଭାପତି ନରୀନ୍ଦ୍ର ବାତ୍ରାଙ୍କ ବୟାନ ପରେ ଏଭଳି ଚର୍ଚ୍ଚା ସୃଷ୍ଟି ହୋଇଛି। ଇଣ୍ଡିଆନ୍ ଅଲମ୍ପିକ ଆସୋସିଏସନ ବା ଆଇଓଏ ଏଥିପାଇଁ ପ୍ରୟାସ କରିବ ବୋଲି ସଭାପତି କହିଛନ୍ତି |…

ନବୀନ ମୋଦି ସାକ୍ଷାତକାର: କଣ କହିଲେ…

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି,“ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଫୋନି…