Odisha Link
Bridging the Missing Links in Odisha

ଆପୋଲୋ ହସ୍ପିଟାଲ :ସୁସ୍ଥ ହୃତ୍‌ପିଣ୍ଡ…

ଭୁବନେଶ୍ବର :ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ…

‘କୁଲି ନମ୍ବର୧’ :…

ମୁମ୍ବାଇ: ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ସିନେ ପଦାରେ ଏକାଠି ନଜର ଆସିବେ । ସେମାନେ ହେଲେ ବରୁଣ ଧୱନଓ ସାରା ଅଲି ଖାନ୍‌ । ଡାଭିଡ ଧୱନଙ୍କ 'କୁଲି ନମ୍ବର୧'ରେ ଦୁହିଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ପ୍ରଥମ 'କୁଲି ନମ୍ବର୧' ସିନେମାରେ ଗୋବିନ୍ଦାଙ୍କୁ କୁଲି ଚରିତ୍ରରେ…

ନରେନ୍ଦ୍ର ମୋଦୀଙ୍କୁ ସଞ୍ଜୟ ଲୀଲା…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜିବନୀ ଉପରେ ଆଉ ଏକ ସିନେମା ହେବାକୁ ଯାଉଛି। ଏହି ସିନେମାର ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟରଟିକୁ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ସହ ଅନେକ ଅଭିନେତା ଟ୍ଵିଟ୍ ରେ ସେୟାର କରିଛନ୍ତି। ସିନେମାର ନାମ "ମନ ବୈରାଗୀ" ରଖାଯାଇଛି। କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ…

ଏପରି କାମ କରି ଟ୍ରୋଲ୍‌ର ଶିକାର ହେଲେ…

ମୁମ୍ବାଇ:ବଲିଉଡ୍‌ ର ଯୋଗ ଗୁରୁ ଭାବେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ପରିଚିତ । ସେ ଯୋଗ ଦ୍ବାରା ନିଜ ଶରୀରକୁ ସୁସ୍ଥ ଶବଳ ରଖିଥାନ୍ତି ଏହାକୁ ନେଇ ସେ ମଧ୍ୟ ବହୁତ ଚର୍ଚ୍ଚା ରହିଛନ୍ତି । କିନ୍ତୁ ଏବେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର୍‌ କରିଥିଲେ ।ଯାହା ଦ୍ବାରା ସେ ଟ୍ରୋଲ୍‌ର ଶିକାର…

ଜାଣନ୍ତୁ କେଉଁ ଗୀତଟି ମନ କିଣିନେଇଥିଲା…

ଭୁବନେଶ୍ୱର :ବଲିଉଡ୍‌ର ଅନେକ ଗାୟକ ଓଡ଼ିଆରେ ଗୀତ ଗାଇଛନ୍ତି ।ସେମାଙ୍କ ମଧ୍ୟରୁ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣ ।ସେ ଓଡ଼ିଆ ଅନେକ ଗୁଡିଏ ଗୀତ ଗାଇଛନ୍ତି । 'ଓଲେ ଓଲେ ଦିଲ୍‌ ବୋଲେ','ପଲକେ ନୂଆ ସପନ', 'ମତେ ପ୍ରେମ ହେଇଗଲା', ଓ 'ଛାତିରେ ଲେଖିଛି ତୋରି ନାଁ' ଭଳି ଓଡ଼ିଆ ହିଟ୍‌ ଗୀତ…

ଫେରୁଛନ୍ତି ଆଇରନ୍‌ ମ୍ୟାନ୍‌

ନୂଆଦିଲ୍ଲୀ: ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସିନେମା 'ଆଭେଞ୍ଜର୍ସ: ଏଣ୍ଡଗେମ୍‌' ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଦୁଃଖ ମଧ୍ୟ ଦେଇଥିଲା।କାରଣ ସିନେମାରେ ଆଇରନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ହୋଇଯାଇଛି। ଏହା ଦର୍ଶକଙ୍କ ମନକୁ ବହୁତ ଦୁଃଖ ଦେଇଥିବା ସହ ଆଉ ଆଇରନ୍‌ ମ୍ୟାନ୍‌ ତଥା ରବର୍ଟ ଡାଉନି…

ରାବଣ ହବାକୁ ମନ ବଳାଇଲେ ପ୍ରଭାସ

ମୁମ୍ବାଇ: ସିନେମା ପରଦାରେ ଖୁବ ଶୀଘ୍ର ନଜର ଆସିବେ ପ୍ରଭାସ ଓ ଋତିକ ରୋଶନ । 'ଦଙ୍ଗଲ୍‌' ସିନେମାର ନିର୍ଦ୍ଦେଶକ ନିତେଶ ତିୱାରୀ ଏକ ସିନେମା ତିରି କରିବାକୁ ଯାଉଛନ୍ତି। ସିନେମା ଟିର ନାଁ ହେଉଛି ରାମାୟଣ । ଏହି ସିନେମା କୁ ନେଇ ନିର୍ଦ୍ଦେଶକ ନୀତେଶ ତିୱାରୀ ଯୋଜନା ପ୍ରସ୍ତୁତ କରିସାରିଛନ୍ତି…

ଝିଅର ଫେକ୍ ସାର୍ଟିଫିକେଟ ବିଷୟରେ ମୁହଁ…

ମୁମ୍ୱାଇ: କରଣ ଜୋହର ଙ୍କ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୨' ଜରିଆରେ ସିନେମା ଇଣ୍ଡଷ୍ଟ୍ରରି ରେ ପାଦ ଦେଇଥିଲେ ଅନନ୍ୟା ପାଣ୍ଡେ। ସିନେମାଟି ରିଲିଜ ହେବା ପୂର୍ବରୁ ଅନନ୍ୟା ଏକ ବଡ ବିବାଦରେ ଫସି ଯାଇଥିଲେ। ଏହା ସିନମା ପାଇଁ ପାଇଁ ନୁହେଁ, ଏହି ବିବାଦ ପାଠପଢ଼ାକୁ ନେଇ ହୋଇଛି । ଅନନ୍ୟାଙ୍କର…

କାଟ୍ରିନା କୈଫ୍‌ଙ୍କ ଭଳି ଦେଖିବାକୁ ଏହି…

ମୁମ୍ବାଇ:ଏବେ ଚର୍ଚ୍ଚାରେ ଟିକ୍‌ ଟକ୍‌ ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ନିଜର ଟିକଟକ୍‌ ଭିଡିଓରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ନିଜ ଚେହେରାକୁ ନେଇ ତାଙ୍କର ଟିକଟକ ଓ ଇନ୍‌ଷ୍ଟାଗ୍ରାମରେ ବହୁତ ପ୍ରଶଂସା ପାଉଛନ୍ତି ।କାରଣ ତାଙ୍କର ଚେହେରା ଦେଖିବାକୁ ବଲିଉଡ୍‌ ର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ପରି । ଏହା…

ଅତ୍ୟାଧୁନିକ ଶୈଳୀରେ ପାଳିତ ହେଲା ନିଫ୍ଟ…

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ କିମ୍ସ ଅଡିଟରିୟମ୍ ରେ ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ତରଫରୁ ଏକ ଉଲ୍ଲାସମୁଖର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ୨୦୧୯ ବ୍ୟାଚର ୧୮୫ ଜଣ ଛାତ୍ରଛାତ୍ରିଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ମାନ୍ୟବର କେନ୍ଦ୍ର…