Odisha Link
Bridging the Missing Links in Odisha

୩୫ ଡିଗ୍ରୀ ଉପରେ ୧୮ ସହର

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର, ଦୈନିକ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ଏଏସ୍‌ଆଇ। ହେଲେ ନାଟମଣ୍ଡପ ମରାମତି ପୂର୍ବରୁ ମହାପ୍ରଭୁଙ୍କ ନୀତିରେ ବଡ଼ ବିଭ୍ରାଟ ଦେଖା ଦେଇଛି। ଶ୍ରୀମନ୍ଦିର ନୀତିକାନ୍ତି ଶୃଙ୍ଖଳିତ ନହେଲେ ନାଟମଣ୍ଡପ ମରାମତି କାର୍ଯ୍ୟ…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ମହାସମର;…

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌। ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ…

ଆଇପିଏଲ୍‌ ୨୦୨୪: ଘୋଷଣା ହେଲା ମ୍ୟାଚ୍‌…

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ…

‘ଓଡ଼ିଶାରେ ନବୀନ ମ୍ୟାଜିକ୍ ଚାଲେ,…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ରାଜନୀତିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଓଡିଶା ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମ୍ବପୁଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲ,…

ଦିଲ୍ଲୀରେ ଥମୁନି ଚାଷୀଙ୍କ ଗର୍ଜନ; ନଜର…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଗର୍ଜନ କରୁଛନ୍ତି ହଜାର ହଜାର ଚାଷୀ। କୃଷକ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଥିଲା। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଥିଲା। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଥିଲେ।…

ଟ୍ରେନରେ ଲାଗିଲା ନିଆଁ; ହୁତୁହୁତୁ ହୋଇ…

ଓଏଲ୍‌ ବ୍ୟୁରୋ: ଗୋବିନ୍ଦପୁର ଷ୍ଟେସନ ନିକଟରେ ଅଘଟଣ ହୋଇଥିବାବେଳେ ଖବର ସାମ୍ନାକୁ ଆସିଛି। ଏକ ରେଳ ବଗିରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଜଣା ପଡିଛି। ହୁତୁହୁତୁ ହୋଇ ଇଞ୍ଜିନ ଜଳିଯାଇଛି। ତେବେ ଏଥିରେ କୌଣସି…

ଆସନ୍ତାକାଲିଠୁ ନାଟମଣ୍ଡପ ମରାମତି…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ନାଟମଣ୍ଡପରେ ଫାଟ ଥିବା ବିମ୍‌ ମରାମତି କାମ ଆରମ୍ଭ ହେବ। ଏଏସ୍‌ଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି। ଦିନ ଗୋଟାଏରୁ ସନ୍ଧ୍ୟା ୭ ଯାଏଁ କାମ ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ସାରିବା ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ କୌଣସି…

ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥାକୁ ଧରିଲା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା କେନ୍ଦ୍ରର ଅବ୍ୟବସ୍ଥାକୁ ଧରିଲା ଏଆଇ। କିଛି କେନ୍ଦ୍ରରେ ଡେସ୍କ ବେଞ୍ଚ ଅବ୍ୟବସ୍ଥିତ ଥିବା ଏଆଇ ଦ୍ୱାରା ଠାବ ହୋଇଛି। ତେବେ ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥରେ ଯାଞ୍ଚ କଡ଼ାକଡ଼ି ହେବ। ଯାଞ୍ଚ ସଠିକ…

ନିଯୁକ୍ତି ପର୍ବ: ରାଜ୍ୟର ୫୭୬ ଜଣ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଆଜି ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ନବନିଯୁକ୍ତ ଶିକ୍ଷକମାନଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…