Odisha Link
Bridging the Missing Links in Odisha

ଝଲସୁଛି ଅଯୋଧ୍ୟା; ତୀବ୍ର ଗତିରେ ଚାଲିଛି…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପାଇଁ କୋଣ ଅନୁକୋଣରୁ ଆସୁଛି ଉପହାର।…

ଭୁବନେଶ୍ୱରରେ ପରିକ୍ରମା ପ୍ରକଳ୍ପ ରଥର…

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଭ୍ରମଣ ଆରମ୍ଭ। ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ପ୍ରକଳ୍ପ ରଥ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିଛି। ନାମ ସଂକୀର୍ତନ ସହ ଜଗନ୍ନାଥ…

ରାଜ୍ୟ ପରିବହନ କର୍ମଚାରୀ ଆନ୍ଦୋଳନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଥିଲା। ଟ୍ରାନ୍ସପୋର୍ଟ କର୍ମଚାରୀ ଆନ୍ଦୋଳନ ବର୍ତ୍ତମାନ ପ୍ରତ୍ୟାହୃତ ହୋଇଛି। ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ମହାସଂଘ ସଭାପତି ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି। ମୁଖ୍ୟ ସଚିବ,…

ନୟାଗଡ଼ ଗସ୍ତରେ ରାଜ୍ୟପାଳ; ଜିଲ୍ଲାର…

ଓଏଲ୍‌ ବ୍ୟୁରୋ: ଦିନିକିଆ ନୟାଗଡ଼ ଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଲେଙ୍କୁଡ଼ିପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ପୂର୍ବରୁ ଦିନିକିଆ ଭଦ୍ରକ ଗସ୍ତରେ ଯାଇଥିଲେ…

ବିଲ୍‌କିସ୍‌ ବାନୋ ମାମଲା:…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପୁଣି ଜେଲ୍ ଯିବେ ମାମଲାର ୧୧ ଜଣ ଦୋଷୀ। ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ୨୦୨୨ରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଥିଲେ। ଆଜୀବନ ସଜ୍ଜା ପାଇଥିବା ୧୧ ଦୋଷୀଙ୍କୁ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି। ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି। ଏପରିକି ୨୦୨୪ ସାଧାରଣ ନିର୍ବାଚନର ତାରିଖ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ…

ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ;…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଥିବାବେଳେ ଓଡିଶାର କିଛି ସ୍ଥାନର ବାୟୁ ପ୍ରଦୂଷଣ ଅସ୍ତବ୍ୟସ୍ତ କରିଦେଇଛି। ବାୟୁ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା। ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର,…

ପୁଣିଥରେ କ୍ଷମତାରେ ଶେଖ୍ ହାସିନା;…

ଓଏଲ୍‌ ବ୍ୟୁରୋ: ପୁଣିଥରେ କ୍ଷମତାରେ ଶେଖ୍ ହାସିନା। ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା। ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହୋଇଛନ୍ତି। ୩୦୦ରୁ ୨୦୦ ଆସନରେ ଆୱାମୀ ଲିଗର ବାଜିମାତ୍ ହୋଇଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ…

ଉତ୍ସବମୁଖର ଅଯୋଧ୍ୟା; ରାମଲାଲାଙ୍କର…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପାଇଁ କୋଣ ଅନୁକୋଣରୁ ଆସୁଛି ଉପହାର।…

ରାଜ୍ୟରେ ପରିବହନ ଶ୍ରମିକ ମହାସଂଘର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପରିବହନ ଶ୍ରମିକ ମହାସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ ହୋଇଛି। ଡିପୋରେ ଧର୍ମଘଟ ପାଇଁ ଆସି ପାରୁନି ତେଲ ଗାଡ଼ି। ଅଧିକାଂଶ ତେଲ ଟାଙ୍କିରେ ମିଳୁନି ଡିଜେଲ। ତେଲ ମିଳୁନଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓଡ଼ିଶା…