Odisha Link
Bridging the Missing Links in Odisha

ଦେଶର ପ୍ରଗତିରେ ପ୍ରତି ନାଗରିକଙ୍କ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଭାରତ ପାଳନ କରିବ ୭୫ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଉତ୍ସବମୁଖର ସାରା ଦେଶ। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ। ଦେଶ ଅମୃତ…

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍‌ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍‌ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍‌…

ଆହୁରି ସହଜ ହେବ ରକ୍ତ ଯୋଗାଣ; ଭୁବନେଶ୍ୱର…

ଓଏଲ୍‌ ବ୍ୟୁରୋ: ଏଣିକି ସହଜ ହେବ ରକ୍ତ ଯୋଗାଣ। ଭୁବନେଶ୍ୱର ଏମ୍ସରୁ ଆରମ୍ଭ ହେଲା ଡ୍ରୋନ ସେବା। ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଡ୍ରୋନ ସେବା ଆରମ୍ଭ କରାଯାଇଛି। ୭୦ କିଲୋମିଟର ପାଇଁ ଡ୍ରୋନ ସେବାକୁ ୩୫ ମିନଟ ସମୟ ଲାଗୁଛି। ସୂଚନା…

ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପିଏମ୍…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଆସନ୍ତା ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ବିଜେପି ପକ୍ଷରୁ ସୂଚନା ଜାରି…

ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ:…

ଓଏଲ୍‌ ବ୍ୟୁରୋ: ଟ୍ରେନର ଟ୍ରାଏଲ ରନ୍ ସମୟରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରାଏଲ ରନ୍ ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା-ଜେକେପୁର ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ ପରେ ଟ୍ରାଏଲ ରନ୍ କରାଯାଉଥିଲା। ଏହି ସମୟରେ ଟ୍ରେନ୍ ମାଡିଯିବାରୁ ଘଟଣାସ୍ଥଳରେ…

ଏଥର ନିର୍ବାଚନରେ ହୋମ୍‌ ଭୋଟିଂ…

ଓଏଲ୍‌ ବ୍ୟୁରୋ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ଜାତୀୟ ମତଦାତା ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସବୁ ମଧ୍ୟରେ ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବା ନେଇ ଖବର ସାମ୍ନାକୁ ଆସିଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି…

୮ ମାସ ପରେ ବିଜେପିକୁ ବାହୁଡ଼ିଲେ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରୁ ଆସିଛି ଏକ ବଡ଼ ଖବର। ରାଜ୍ୟର ଜଣେ ହେଭିୱେଟ୍…

ପରିଣତ ବୟସରେ ପ୍ରେରଣାର ଉତ୍ସ ଡା.…

ଓଏଲ୍‌ ବ୍ୟୁରୋ: ପରିଣତ ବୟସରେ ପ୍ରେରଣାର ଉତ୍ସ। ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ମଣିଷଟିଏ। ପରିଣତ ବୟସରେ ସମାଜ ସେବାରେ ମଗ୍ନ। ପାଇବାର କୌଣସି ଇଚ୍ଛା ନରଖି ଜୀବନ ତମାମ ଖାଲି ଦାନ ହିଁ କରିଆସୁଛନ୍ତି। ନିଜର ମହତ କାର୍ଯ୍ୟକୁ ଗୋପନ ରଖି ନିରନ୍ତର ସେବା କରୁଛନ୍ତି। ନିଜ କଷ୍ଟ ଉପାର୍ଜିତ ସମ୍ପତ୍ତିକୁ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ସିବିଆଇ…

ଓଏଲ୍‌ ବ୍ୟୁରୋ: ସିବିଆଇ ଜାଲରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ। ଲାଞ୍ଚ ନେଇ ଧରାପଡିଲେ ସିଜିଏସ୍‌ଟି ଅଧିକାରୀ ଅମରକାନ୍ତ କୁମାର। କଣ୍ଟ୍ରାକ୍ଟର ଠାରୁ ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ସିବିଆଇ। ସିଭିଲଟାଉନସିପ୍‌ ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ବେଳେ ଧରାପଡିଥିବା ଜଣା ପଡିଛି।

ଆଜିଠୁ ଓଜେଇଇ ପାଇଁ ଆବେଦନ; ମେ’ ୬ରୁ…

ଓଏଲ୍‌ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା। ଏହା ସହ ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ମେ’ ୬ରୁ ୧୦ ପର୍ଯ୍ୟନ୍ତ ହେବ ଓଜେଇଇ। ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ। ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏଁ ରେଜିଷ୍ଟ୍ରେସନ…