Odisha Link
Bridging the Missing Links in Odisha

କଟକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: କଟକରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସାମିଲ ହୋଇଛି। ବାଲିଯାତ୍ରା ତଳ ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କଟକର ୧୨୮ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ…

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ;…

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪୩୩୪କୁ ବୃଦ୍ଧିପାଇଛି। ଅନ୍ୟପଟେ, ଚିନ୍ତା ବଢ଼ାଉଛି କରୋନାର ନୂଆ…

ଅନ୍ତିମ ପର୍ଯ୍ୟାୟରେ ପରିକ୍ରମା ପ୍ରକଳ୍ପ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ସାଧାରଣ ଲୋକଙ୍କ ପାଇଁ ୧୨ରୁ ଖୋଲାଯିବ ଶ୍ରୀସେତୁ। ପୁରୀ ଆସୁଥିବା ଲୋକେ ସମଙ୍ଗ ମୌଜାରେ ପାର୍କିଂ କରିବେ। ପରେ ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀଦାଣ୍ଡ ଦେଇ ପରିକ୍ରମା…

ସୋମାଲିଆ ଉପକୂଳରୁ ଜାହାଜ ଅପହରଣ!…

ଓଏଲ୍‌ ବ୍ୟୁରୋ: ସୋମାଲିଆ ଉପକୂଳରୁ ଏକ ଜାହାଜକୁ ଅପହରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି। ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି। ଅପହରଣ କରାଯାଇଥିବା ଜାହାଜର ନାମ ଏମଭି ଲୀଲା ନର୍‌ଫୋଲ୍କ ଏବଂ ଏଥିରେ…

ହାଇଟେକ୍‌ ହସ୍ପିଟାଲ ଟ୍ରାଜେଡି: ବଢୁଛି…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ।…

ବରିଷ୍ଠ ନାଗରିକଙ୍କ ପାଇଁ ସୁଗମ…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ବରିଷ୍ଠ ନାଗରିକଙ୍କୁ ମିଳିବ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ବାଲେଶ୍ୱରରୁ ଉଜ୍ଜୈନ ଏବଂ ଓମକାରେଶ୍ବର ଅଭିମୁଖେ ସ୍ୱତନ୍ତ୍ର ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ…

ଆସନ୍ତାକାଲିଠୁ ବିଏସକେୱାଇ୍ କାର୍ଡର…

ଓଏଲ୍‌ ବ୍ୟୁରୋ: ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ। ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ।…

ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଆଜି…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି।ଏହାରି ମଧ୍ୟରେ ଆଜି ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ…

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ଡିସେମ୍ବର ୨୯ରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ।…

ମାତିଛନ୍ତି ଦୁର୍ବୁତ୍ତ; ସଂଘବଦ୍ଧ…

ଓଏଲ୍‌ ବ୍ୟୁରୋ: ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଟିଏମସି ନେତାଙ୍କ ଘରେ ରେଡ୍‌ ପାଇଁ ଯାଇଥିବା ବେଳେ ଆକ୍ରମଣ ହୋଇଛି। ଉତ୍ତର ୨୪ ପ୍ରଗଣାରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କଲେ ୨୦୦ରୁ ଅଧିକ ଲୋକେ।