Odisha Link
Bridging the Missing Links in Odisha

ରାଜଧାନୀରେ କୁକୁରଙ୍କ ହିଂସ୍ରପଣ; ଦୈନିକ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଉତ୍ପାତ। ଗଳି ଗଳିରେ ଦଳ ଦଳ କୁକୁରଙ୍କ ହିଂସ୍ରପଣ ଏବେ କୋକୁଆ ଭୟ ସୃଷ୍ଟି କରୁଛି ରାଜଧାନୀବାସୀଙ୍କ ମଧ୍ୟରେ। ରାଜଧାନୀରେ ବୁଲା କୁକୁର ଉତ୍ପାତ କରୁଥିବାବେଳେ ବଢ଼ୁଛନ୍ତି କୁକୁର କାମୁଡ଼ା ରୋଗୀ। ଦୈନିକ ୬୦ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଥିବା…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା:…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ ପ୍ରସଙ୍ଗରେ ସମୟ ନେଲେ ରାଜ୍ୟ ସରକାର। ଶେଷଥର ପାଇଁ ସରକାରଙ୍କୁ ସୁଯୋଗ ଦେଲେ ହାଇକୋର୍ଟ। ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ୮ ମାସ ଧରି ସରକାର…

ଫେବ୍ରୁଆରୀ ୧୬ରୁ +୨ ପରୀକ୍ଷା; ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଅନ୍ୟପଟେ, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୪ରେ ଶେଷ ହେବ।…

ସମ୍ବଲପୁର ବୋରଓ୍ବେଲ ଟ୍ରାଜେଡି: ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ନବଜାତ ଶିଶୁ ଉଦ୍ଧାର ହୋଇଥିଲା। ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଶାରୀରିକ ଆଘାତ ଓ ସଂକ୍ରମଣ ଯୋଗୁଁ ଅବସ୍ଥା ଗୁରୁତର ରହିଥିଲା। ବର୍ତ୍ତମାନ ଉଦ୍ଧାର…

ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ…

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କଟକଣା ଓ ଶ୍ରୀମନ୍ଦିର ପାନଗୁଟଖା…

ଅବସର ନେଲା ଧୋନିଙ୍କ ଜର୍ସି ନମ୍ବର ୭;…

ଓଏଲ୍‌ ବ୍ୟୁରୋ: ଦୁଇ ଦୁଇଥର ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର। ଏଣିକି ଆଉ କୌଣସି ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ୭ ନମ୍ବର ଜର୍ସି ଉପଲବ୍ଧ ହେବ ନାହିଁ। କାରଣ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ରାଜ୍ୟରେ ବଢୁଛି ଶୀତ; ଜିଉଦୟଗିରି ସବୁଠୁ…

ଓଏଲ୍‌ ବ୍ୟୁରୋ: ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଜିଉଦୟଗିରି ସବୁଠୁ ଥଣ୍ଡା ଅଂଚଳ ରେକର୍ଡ କରାଯାଇଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ୭.୫ ଡିଗ୍ରୀ ସହ ଜି.…

ବୌଦ୍ଧରେ କମ୍ବିଂ ଅପରେସନ: ଯବାନ ଓ…

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ। ବୌଦ୍ଧ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ନୀଳକୁମ୍ପା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। କାଲି ପୁଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଚାଲିଛି। କନ୍ଧମାଳରୁ ୭, ବୌଦ୍ଧରୁ ୫ ଏସଓଜି…

ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ…

ଓଏଲ୍‌ ବ୍ୟୁରୋ: ବଲିଉଡ୍‌ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍‌ଘାତ। ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମର ସୁଟିଂ ବେଳେ ହୃଦ୍‌ଘାତ ହୋଇଛି। ସୁଟିଂ ପରେ ତଳେ ବେହୋସ୍ ହୋଇ ପଡ଼ିଗଲେ ତଲପଡ଼େ। ହୃଦ୍‌ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍‌ ଅଭିନେତା ଶ୍ରେୟସ୍‌ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର…

ଡିସେମ୍ବର ୨୦ରୁ ୩ଦିନ ଧରି ଅନୁଷ୍ଠିତ ହେବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିସେମ୍ବର ମାସର ୨୦ ,୨୧,୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ ବାଲିପାଟଣା ସ୍ଥିତ ଗୋରୁହାଟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବଲିଉଡ୍ ସିନେ ତାରକା ସୁନିଲ ସେଟ୍ଟି…