Odisha Link
Bridging the Missing Links in Odisha

ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ଓ ପଲିଥିନ…

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କଟକଣା ଓ ଶ୍ରୀମନ୍ଦିର ପାନଗୁଟଖା…

ଅବସର ନେଲା ଧୋନିଙ୍କ ଜର୍ସି ନମ୍ବର ୭;…

ଓଏଲ୍‌ ବ୍ୟୁରୋ: ଦୁଇ ଦୁଇଥର ବିଶ୍ବକପ୍‌ ବିଜେତା ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଅବସର। ଏଣିକି ଆଉ କୌଣସି ଭାରତୀୟ କ୍ରିକେଟ ଖେଳାଳିଙ୍କ ପାଇଁ ୭ ନମ୍ବର ଜର୍ସି ଉପଲବ୍ଧ ହେବ ନାହିଁ। କାରଣ ଧୋନିଙ୍କ ଜର୍ସି ନମ୍ବରକୁ ଅବସର ଦେବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ରାଜ୍ୟରେ ବଢୁଛି ଶୀତ; ଜିଉଦୟଗିରି ସବୁଠୁ…

ଓଏଲ୍‌ ବ୍ୟୁରୋ: ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଜିଉଦୟଗିରି ସବୁଠୁ ଥଣ୍ଡା ଅଂଚଳ ରେକର୍ଡ କରାଯାଇଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ୭.୫ ଡିଗ୍ରୀ ସହ ଜି.…

ବୌଦ୍ଧରେ କମ୍ବିଂ ଅପରେସନ: ଯବାନ ଓ…

ଓଏଲ୍‌ ବ୍ୟୁରୋ: ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ। ବୌଦ୍ଧ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ନୀଳକୁମ୍ପା ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। କାଲି ପୁଲିସ-ମାଓବାଦୀ ଗୁଳି ବିନିମୟ ପରେ କମ୍ବିଂ ଅପରେସନ ଚାଲିଛି। କନ୍ଧମାଳରୁ ୭, ବୌଦ୍ଧରୁ ୫ ଏସଓଜି…

ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ…

ଓଏଲ୍‌ ବ୍ୟୁରୋ: ବଲିଉଡ୍‌ ଅଭିନେତା ଶ୍ରେୟସ୍ ତଲପଡ଼େଙ୍କୁ ହୃଦ୍‌ଘାତ। ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମର ସୁଟିଂ ବେଳେ ହୃଦ୍‌ଘାତ ହୋଇଛି। ସୁଟିଂ ପରେ ତଳେ ବେହୋସ୍ ହୋଇ ପଡ଼ିଗଲେ ତଲପଡ଼େ। ହୃଦ୍‌ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍‌ ଅଭିନେତା ଶ୍ରେୟସ୍‌ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର…

ଡିସେମ୍ବର ୨୦ରୁ ୩ଦିନ ଧରି ଅନୁଷ୍ଠିତ ହେବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିସେମ୍ବର ମାସର ୨୦ ,୨୧,୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ ବାଲିପାଟଣା ସ୍ଥିତ ଗୋରୁହାଟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ବଲିଉଡ୍ ସିନେ ତାରକା ସୁନିଲ ସେଟ୍ଟି…

କଲବଲ କରୁଛି ଶୀତ; ଜନଜୀବନ ଅସ୍ତବ୍ୟସ୍ତ

ଓଏଲ୍‌ ବ୍ୟୁରୋ: ଓଃ କି ଶୀତ...ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ଶୀତ ଲହରୀ ପାଇଁ ସଚେତନତା କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି।…

ଆଜି ରାଜସ୍ଥାନକୁ ମିଳିବ ନୂଆ…

ଓଏଲ୍‌ ବ୍ୟୁରୋ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜସ୍ଥାନରେ ରାଜ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା। ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜସ୍ଥାନକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ବହୁ ଦାବିଦାରଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ…

ଆଜି ବିଜେଡିର ପରିବର୍ଦ୍ଧିତ…

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ଏହି ରାଜନୈତିକ ଅଙ୍କକଷା ମଧ୍ୟରେରେ ବିଜୁ…

ସଂସଦ ସୁରକ୍ଷାରେ ତ୍ରୁଟି: ୨ ଅଟକ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଗୃହ ମଧ୍ୟରେ ନାରାବାଜି ହୋଇଥିଲା। ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ୨ ସନ୍ଦିଗ୍ଧ…