Odisha Link
Bridging the Missing Links in Odisha

ପୁଣି କରୋନା ଭୟ: ଦିନକରେ ଚାଲିଗଲା ୫…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ଦେଶରେ ମୋଟ୍ ଆକ୍ଟିଭ୍ ସଂଖ୍ୟା ୧୭୦୧କୁ ବୃଦ୍ଧି ପାଇଛି। ନିକଟରେ କେରଳରେ ସବ୍‌ ଭାରିଏଣ୍ଟ JN.1 ଚିହ୍ନଟ…

ଓଡ଼ିଶାରେ ଲିଜେଣ୍ଡାରୀ କ୍ରିକେଟର କପିଲ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ଵରରେ ଆସିଛନ୍ତି ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ। ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ…

ଇସ୍ପାତ ନଗରୀରେ ବ୍ୟାପୁଛି ଡାଇରିଆ;…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି।ଝାଡ଼ାବାନ୍ତି ଜନିତ ମୃତ୍ୟୁସଂଖ୍ୟା ୬କୁ…

ଶିମିଳିପାଳରେ ୨ ମହାବଳ ବାଘ ମଧ୍ୟରେ…

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ୨ ମହାବଳ ବାଘ ମଧ୍ୟରେ ଫାଇଟିଂ ହୋଇଥିବା ଖବର ସାମ୍ନାକୁ ଆସିଛି। ଶିମିଳିପାଳ ଅଭୟାରଣ୍ୟରେ ୨ ମହାବଳ ବାଘ ମଧ୍ୟରେ ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ। ଲଢ଼େଇରେ…

ନାଟମଣ୍ଡପ ମରାମତି ମାମଲା: ଜାନୁଆରୀ ୧୮…

ଓଏଲ୍‌ ବ୍ୟୁରୋ: ନାଟମଣ୍ଡପ ମରାମତିକୁ ନେଇ ପୂର୍ବରୁ ଅନେକ ଖବର ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ନାଟମଣ୍ଡପ ମରାମତି ମାମଲାରେ ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି। ୧୯ରୁ ୨୧ ଡିସେମ୍ବର ମଧ୍ୟରେ ବୈଠକ କରି ନାଟମଣ୍ଡପ ବିମ୍‌ ପାଇଁ ଡିଜାଇନ ପ୍ରସ୍ତୁତ…

ଶାରଳା ମନ୍ଦିରରୁ ଚୋରି ଘଟଣା: ଅଭିଯୁକ୍ତ…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଜଗତସିଂହପୁର ମା’ ଶାରଳା…

ବଢୁଛି ଥଣ୍ଡା; ୧୦ ଡିଗ୍ରୀ ତଳେ ରାଜ୍ୟର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାତିରେ ଖସୁଛି ପାରଦ, ବଢ଼ୁଛି ଶୀତ। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦…

ରାଜ୍ୟରେ ଶୀତର ପ୍ରକୋପ; ଶ୍ରୀମନ୍ଦିରରେ…

ଓଏଲ୍‌ ବ୍ୟୁରୋ: ଶୀତରେ ଥରୁଛନ୍ତି ଶ୍ରୀଜିଉ। ରାତିରେ ଖସୁଛି ପାରଦ, ବଢ଼ୁଛି ଶୀତ। ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଛି ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।…

ଜାନୁଆରୀରେ ପ୍ରତିଷ୍ଠା ହେବ ଭବ୍ୟ ରାମ…

ଓଏଲ୍‌ ବ୍ୟୁରୋ: ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତାରିଖ ଘୋଷଣା କରାଯାଇଛି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଉଦଘାଟନ ହେବ ଓଏମସିର ବିଭିନ୍ନ ପ୍ରକଳ୍ପ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ଖୁସି ପାଇଁ ଓଡିଶା ଖଣି ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଆରମ୍ଭ ହୋଇଛି। ଓଡିଶା ଖଣି ନିଗମର ବିଭିନ୍ନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବା ସହ ଵିତତି ପ୍ରସ୍ତର ସ୍ଥାପନ କରିବେ। ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ଏହାର ଶୁଭାରମ୍ଭ…