Odisha Link
Bridging the Missing Links in Odisha

ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ; ମା’…

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ୫-ଟି ଅଧ୍ୟକ୍ଷ। ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି। କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ ସରକାର ଫୋକସ କରିଛନ୍ତି। ଦ୍ବିତୀୟ ଦିନରେ ପ‍ଣ୍ଡିଆନଙ୍କ…

ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ: ୪୦ ଜଣ…

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗରରେ ସିରିଜ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପିକନିକ୍‌ ବସ୍‌ ଦୁର୍ଘଟଣାଗସ୍ତ ହୋଇ ୪୦ଜଣ ଆହତ ହୋଇଛନ୍ତି। ହାଇୱାକୁ ବସ୍‌ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍‌। ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍‌ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ ପିକ୍‌ନିକ…

ସୁନାବେଡା ଅଭୟାରଣ୍ୟରେ ଚାଲିଛି ବାଘ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି। ଅନ୍ୟପଟେ, କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ…

କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା…

ଓଏଲ୍‌ ବ୍ୟୁରୋ: କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ଆସନ୍ତାକାଲି ଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ବନ୍ଦ ରହିବ। ୫ଟି ରେଞ୍ଜରେ ଗଣନା ନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂଚନା ଦେଇଛନ୍ତି।

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ; ଚାଲିଛି…

ଓଏଲ୍‌ ବ୍ୟୁରୋ: ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୫ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି। ପୂର୍ବରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅସୁସ୍ଥ ଥିଲା। ଶରୀର…

ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀ…

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ନୂଆପଡ଼ା ରେଞ୍ଜ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ଲୁଣା ହ୍ରଦ ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଗଣନା ଆଜି ସକାଳ ୬ଟାରୁ ଚିଲିକା ବନ୍ୟପ୍ରାଣୀ ବିଭାଗ…

ଆଜିଠୁ ଚିଲିକାରେ ପକ୍ଷୀଗଣନା

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ଆଦି ୫ଟି ରେଞ୍ଜରେ ଚାଲିଛି ଗଣନା। ଏଥିପାଇଁ ୨୧ଟି ଟିମ୍‌ ଗଠନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ପ୍ରତିଟି ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ…

ବାଙ୍ଗିରିପୋଷି ଘାଟିରେ ଅଘଟଣ: ୨ଟି…

ଓଏଲ୍ ବ୍ୟୁରୋ: ବାରିପଦା ବାଙ୍ଗିରିପୋଷି ଘାଟିରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଘାଟିରେ ୨ଟି ଟ୍ରକ୍‌ ଓଲଟି ଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଗୋଟିଏ ଟ୍ରକ୍‌ ଡ୍ରାଇଭର। ଏବେ ଯାଏଁ ଅନ୍ୟ ଟ୍ରକ୍‌ ଡ୍ରାଇଭର ନିଖୋଜ ଥିବା ସୂଚନା ରହିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ…

ରେଙ୍ଗାଲି ବୋର୍‌ୱେଲରୁ ଶିଶୁ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଶିଶୁକନ୍ୟା ବିଜୟିନୀକୁ ତା ଜନ୍ମଦାତ୍ରୀ ମା’କୁ ଦିଆନଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନର ଶିଶୁ ପାଳନ କେନ୍ଦ୍ରରେ ବିଜୟିନୀକୁ ରଖାଯିବ। ପରେ ପୋଷ୍ୟ ସନ୍ତାନ…

ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ବିସ୍ଫୋରଣର…

ଓଏଲ୍‌ ବ୍ୟୁରୋ: ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। କେନ୍ଦୁଝର ଷ୍ଟିଲପ୍ଲାଣ୍ଟ ଇଣ୍ଡକସନ୍‌ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଛି। ରୁଗୁଡ଼ି ଥାନା ବରପଦାଠାରେ ଥିବା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କ୍ଷୟକ୍ଷତି ନେଇ ଏଯାଏ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ।…