Odisha Link
Bridging the Missing Links in Odisha

ବାଂଜୁଙ୍ଗର ରାଜାଙ୍କ ନେତୃତ୍ୱରେ…

ଓଏଲ୍‌ ବ୍ୟୁରୋ: ବାଂଜୁଙ୍ଗର ରାଜା ଡକ୍ଟର ହୋନର୍‌ ଜୋମୋ କାମ୍‌ଗାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ୱବିଦ୍ୟାଳୟ ପରିଚାଳିତ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ରାଜାଙ୍କ ସହିତ ଜର୍ମାନୀର ହାମ୍‌ବର୍ଗ…

କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍‌ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥଇବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା…

କେଜ୍ରିଓ୍ବାଲଙ୍କୁ ପୁଣିଥରେ ସମନ ଜାରି…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ କରିଛଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତାଙ୍କୁ ଡିସେମ୍ବର ୨୧ ତାରିଖରେ ଅର୍ଥାତ୍‌ ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବାକୁ ଇଡି ପକ୍ଷରୁ କୁହାଯାଇଛି।…

ଦିନକରେ ୭୮ ସାଂସଦ ନିଲମ୍ବିତ, ଶୀତ…

ଓଏଲ୍‌ ବ୍ୟୁରୋ: ଅଚଳ ହୋଇଛି ସଂସଦ। ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦର ଉଭୟ ଗୃହ ଅଚଳ ହୋଇଛି।ଯେଉଥିପାଇଁ ଲୋକସଭା ପରେ ରାଜ୍ୟସଭାର ୪୫ ଜଣ ସାଂସଦଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଆଜି ଉଭୟ ଗୃହରୁ ମୋଟ ୭୮ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଏହାପୂର୍ବରୁ ଆଜି ଲୋକସଭାରେ ୩୩ ଜଣ…

କେନ୍ଦ୍ରାପଡ଼ା ଗସ୍ତରେ ୫-ଟି ଅଧ୍ୟକ୍ଷ;…

ଓଏଲ୍‌ ବ୍ୟୁରୋ: ଆଜି ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଅଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କେନ୍ଦ୍ରାପଡ଼ା ଗସ୍ତରେ ଯାଇ ରାଜନଗର ବ୍ଲକ କେରେଡାଗଡ଼ରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ବୋଲି ଜନତାଙ୍କୁ କହିଛନ୍ତି ୫-ଟି ଅଧ୍ୟକ୍ଷ…

ଗୃହରେ ହଟ୍ଟଗୋଳ: ଗୋଟିଏ ଦିନରେ ୩୧ଜଣ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଥିଲେ ଅଜ୍ଞାତ ବ୍ୟକ୍ତି। ଏହି ଘଟଣାକୁ ନେଇ ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଲୋକସଭାରୁ ୩୧ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ…

ଦୁଲୁକିବ ରାଜଧାନୀ; ଆସନ୍ତା ୨୪ ତାରିଖରେ…

ଓଏଲ୍‌ ବ୍ୟୁରୋ: ଦୁଲୁକିବ ରାଜଧାନୀ, ଝୁମିବେ ଜନତା। ଚଳିତ ବର୍ଷର ପ୍ରଥମ ପଥ ଉତ୍ସବ ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିନକୁ ଅନାଇ ବସିଥାନ୍ତି ଭୁବନେଶ୍ୱର ବାସୀ। ସକାଳ ୬.୩୦ଟାରୁ ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମାଷ୍ଟର କ୍ୟାଟିନ ଛକରୁ ରାମ ମନ୍ଦିର ମଧ୍ୟରେ…

କୋଇଡ଼ାରେ ଡବଲ୍ ମର୍ଡର; ଦୁର୍ବୃତ୍ତର…

ଓଏଲ୍‌ ବ୍ୟୁରୋ: କୋଇଡ଼ାରେ ଘଟିଥିବା ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କେ. ବଲାଙ୍ଗ ଥାନା ଆମରୁଢ଼ି ଗାଁରେ ଡବଲ୍ ମର୍ଡର ହୋଇଥିବା ଜଣା ପଡିଛି। ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଜଣକ ଆତ୍ମସମର୍ପଣ କରିଛି। ଶନିବାର ଏହି…

ପୁଣି କରୋନା ଭୟ: ଦିନକରେ ଚାଲିଗଲା ୫…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ଦେଶରେ ମୋଟ୍ ଆକ୍ଟିଭ୍ ସଂଖ୍ୟା ୧୭୦୧କୁ ବୃଦ୍ଧି ପାଇଛି। ନିକଟରେ କେରଳରେ ସବ୍‌ ଭାରିଏଣ୍ଟ JN.1 ଚିହ୍ନଟ…

ଓଡ଼ିଶାରେ ଲିଜେଣ୍ଡାରୀ କ୍ରିକେଟର କପିଲ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ଵରରେ ଆସିଛନ୍ତି ଲିଜେଣ୍ଡାରୀ କ୍ରିକେଟର କପିଲ ଦେବ। ବିମାନବନ୍ଦରରେ ଭବ୍ୟ ସ୍ଵାଗତ କରାଯାଇଛି। ଏକ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା କ୍ରିକେଟରଙ୍କୁ କଣ ମେସେଜ ଦେବେ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯିବା ପୂର୍ବରୁ ଏନେଇ ନିଶ୍ଚୟ…