Odisha Link
Bridging the Missing Links in Odisha

ମୟୂରଭଞ୍ଜରେ ୫-ଟି ଅଧ୍ୟକ୍ଷ;…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ପରେ ଆଜି ମୟୂରଭଞ୍ଜ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମୟୂରଭଞ୍ଜ ଗସ୍ତରେ ଯାଇ ଭି.କେ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ। ନୂଆ-ଓ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ଉଦବୋଧନ ଦେଇଛନ୍ତି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର;…

ଓଏଲ୍‌ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ବରିଷ୍ଠ ନାଗରିକଙ୍କୁ ମିଳିବ ଅଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା' ଅଧୀନରେ କୋରାପୁଟ, ରାୟଗଡ଼, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବରିଷ୍ଠ…

ଚିନ୍ତା ବଢ଼ାଉଛି କରୋନା; ଆବଶ୍ୟକ ହେଲେ…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର…

ବଲାଙ୍ଗିରରୁ ସୋନପୁରକୁ ଗଡ଼ିବ ଟ୍ରେନ୍;…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରରୁ ସୋନପୁରକୁ ଗମନାଗମନ ହେବ ଆହୁରି ସହଜ। ବଲାଙ୍ଗିରରୁ ସୋନପୁରକୁ ଗଡ଼ିବ ଟ୍ରେନ୍। ଆଜି ଏହାର ଟ୍ରାଏଲ୍ ରନ୍।। ରେଲୱେ ଲାଇନ କାମ ସମ୍ପୂର୍ଣ୍ଣ ପରେ ଆଜି ଟ୍ରାଏଲ୍ ରନ୍ ହେବ। ଏଥିପାଇଁ ବଲାଙ୍ଗିର ଷ୍ଟେସନରେ ସିଆରଏଫ୍ ଓ ଡିଆର୍‌ଏମ୍ ପହଞ୍ଚିଛନ୍ତି। ସବୁ ଠିକ୍‌ ଥିଲେ ଏ ମାସ ଶେଷ…

କଂସ ମହାରାଜଙ୍କ ବଡ଼ ନିଷ୍ପତି: କୋଶଳୀ…

ଓଏଲ୍‌ ବ୍ୟୁରୋ: ସ୍ଥାନୀୟ ଅଂଚଳର ଲୋକକଳା ପାଇଁ କୋଶଳୀ ଭାଷାରେ ଧନୁଯାତ୍ରା ପାଇଁ ଦାବି ହୋଇଥିଲା। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଏହି ପ୍ରସଙ୍ଗକୁ ନେଇ କାର୍ଯ୍ୟକାରୀ କମିଟିର ପ୍ରସ୍ତୁତି ବୈଠକ ହୋଇଥିଲା। ଯେଉଁଥିରେ କୋଶଳୀ ଭାଷାରେ ଧନୁଯାତ୍ରା ନ କରିବା ପାଇଁ କଂସ ମହାରାଜ ମନା କରିଛନ୍ତି।…

ଆସନ୍ତାକାଲି ଚାରିଘଣ୍ଟା ବନ୍ଦ ରହିବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଆସନ୍ତାକାଲି ଚାରିଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ। ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ପାଇଁ ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ। ବନକଲାଗି…

ଏବେବି ଓଡ଼ିଶାରେ ୪୯.୯ ପ୍ରତିଶତ ପିଲା…

ଓଏଲ୍‌ ବ୍ୟୁରୋ: ଶିକ୍ଷା ଭିତ୍ତିଭୂମିର ଉନ୍ନତିକରଣ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଏବେବି ଓଡ଼ିଶାରେ ୫୦ ପ୍ରତିଶତ ଡ୍ରପ୍ ଆଉଟ୍ ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। ଓଡ଼ିଶାରେ ୪୯.୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡିଛନ୍ତି। ଏହି କ୍ରମରେ ବିହାରରେ ୪୨.୧, ମେଘାଳୟରେ ୩୫.୫ ଓ କର୍ଣ୍ଣାଟକରେ…

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ରଘୁବର…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାମହିମ ରାଜ୍ୟପାଳ ରଘୁବର ଦାସ ଚିଠି ଲେଖିଛନ୍ତି। ଲୋକଙ୍କ ସମସ୍ୟା ଉପରେ ବିଚାର କରିବାକୁ ଚିଠି ଉଲ୍ଲେଖ କରି ପରାମର୍ଶ ଦେଇଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଗସ୍ତର ଅନୁଭୂତି ନେଇ ଚିଠି ଦେଇଛନ୍ତି। ଗସ୍ତ ସମୟରେ ଗ୍ରାଉଣ୍ଡରେ ଲୋକଙ୍କୁ ମହାମହିମ…

ପୁଣି କରୋନା ଭୟ: କର୍ଣ୍ଣାଟକକୁ ଫେରିଲା…

ଓଏଲ୍‌ ବ୍ୟୁରୋ: ପୁଣି କରୋନା ଭୟ। ଦେଶରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ଜୀବନ ଚାଲିଯାଇଛି। ୫ ମୃତକଙ୍କ ମଧ୍ୟରେ କେରଳରୁ ୪ ଓ ୟୁପିରୁ ଜଣେ ବୋଲି ଜଣା ପଡିଛି। ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର…

ଆକ୍ସନ ମୋଡରେ ଭିଜିଲାନ୍ସ ଦଳ; ଏକକାଳୀନ ୨…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ୨ ଜଣ କର୍ମୀ। ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ରେଡ୍ ହୋଇଛି। ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବାବେଳେ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ଜାରି…