ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ;…
ଓଏଲ୍ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଥିବାରୁ ମହାସ୍ନାନ ନୀତି କରାଯାଇଛି। ଶ୍ରୀମନ୍ଦିରରେ ମହାସ୍ନାନ ପାଇଁ ନୀତି ଏକ ଘଣ୍ଟା ବିଳମ୍ବ ହୋଇଛି। ମଙ୍ଗଳ ଆଳତି ପୂର୍ବରୁ ମହିଳାଙ୍କ ହାତ କ୍ଷତ ହୋଇ ରକ୍ତ ପଡ଼ିଥିଲା। ଶ୍ରୀମନ୍ଦିରରେ ଭିତରକାଠ ନିକଟରେ…