Odisha Link
Bridging the Missing Links in Odisha

ଝାଡ଼ଖଣ୍ଡୀ ହାତୀପଲ ଏବେ ନୀଳଗିରି ମୁହାଁ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି। ଦୁର୍ଗାଦେବୀ ଅଞ୍ଚଳ ଦେଇ ତିନିକୋଶିଆ ଜଙ୍ଗଲରେ ୪୦ଟି ହାତୀ ପଶିଛନ୍ତି। ଏହି ହାତୀପଲରେ ୩୫ଟି ବଡ଼ ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଥିବା ନୀଳଗିରି ରେଞ୍ଜର କହିଛନ୍ତି। ୧୦ ବର୍ଷ ହେଲା ଝାଡ଼ଖଣ୍ଡୀ ହାତୀ ପଲ ଏଠାକୁ…

ଓ୍ୱାଇଏସଆର କଂଗ୍ରେସର ସାଂସଦ ଉପବାଚସ୍ପତି…

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଲୋକସଭାରେ ଉପବାଚସ୍ପତି କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଓଡ଼ିଶାର ଶାସକ ଦଳର ସାଂସଦଙ୍କୁ ଉପ ବାଚସ୍ପତି ପଦ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏନଡିଏରେ ସାମିଲ ଥିବା ଶିବସେନା ଏହାକୁ ବିରୋଧ କରିବାରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।…

ମହିଳା ଭାଙ୍ଗିଲେ ମଦ ଭାଟି

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗ ଗାଁରେ ଦୀର୍ଘଦିନ ଧରି ଚୋରା ମଦ କାରବାର ହେଉଥିଲା। ଏହାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ସେଠାକାର ଶତାଧିକ ମହିଳା ଜୋରଜବଦସ୍ତ ଭାଟିରୁ ମଦ ବୋତଲ…

ରାଜ୍ୟର ବିଭିନ୍ନ କୋଚିଂ ସେଣ୍ଟର ଯାଞ୍ଚ…

ବଲାଙ୍ଗୀର: ସୁରଟର ତକ୍ଷଶୀଳା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ପରେ ଓଡ଼ିଶା ସରକାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ଯାଞ୍ଚ କରିବା ପାଇଁ ଓଡ଼ିଶାର ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକ ଯାଞ୍ଚ କରିଥିଲା। ଆଜି ବଲାଙ୍ଗୀର ଜିଲ୍ଲାର…

ଏଏନ୍‌-୩୨ ବିମାନ: ୮ ଦିନ ପରେ ଅରୁଣା‌ଚଳ…

ନୂଆଦିଲ୍ଲୀ: ୮ ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ବାୟୁସେନା ବିମାନ ଏନ-୩୨ ଠାବ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଛି। ଜୁନ ୩ ତାରିଖ ଦିନ ରୁଷ…

ଯୁବକଙ୍କ ଗଳା କାଟି ହତ୍ୟା

ପାଲଲହଡା : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ତିଲେଇମାଲରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ତାଙ୍କ ମୁଣ୍ଡ କାଟି ନେଇଯାଇ ଫେରାର ହେବା ଘଟଣା ପରେ ପୁଣି ସମ୍ନାକୁ ଆସିଛି ଆଉ ଏକ ଗଳା କଟା ହତ୍ୟା ଘଟଣା । ପାଲଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ରାଧାସାହିରେ ଘଟିଛି ଏଭଳି…

ପାକିସ୍ତାନୀ ଟିଭିରେ ବାୟୁସେନା କମାଣ୍ଡର…

ନୂଆଦିଲ୍ଲୀ : ଭାରତ ସହ ପାକିସ୍ତାନ ଯେବେବି ବିଶ୍ୱକପ ଖେଳିବା ପାଇଁ ପସ୍ତୁତ ହୋଇଥାଏ ତାହାକୁ କଡା ପରାଜୟର ଶିକାର ହେବା ପାଇଁ ପଡିଥାଏ । ତେବେ ଚଳିତ ଥର ମଧ୍ୟ ଏପରି କିଛି ହେବାକୁ ଯାଉଛି। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ଟିଭି ଚ୍ୟାନେଲରେ ଏକ ବିଜ୍ଞାପନ ଚାଲିଛି ।…

ସହକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ…

ବାଲେଶ୍ବର : ବାଲେଶ୍ବରର ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ସହକାରୀ ପରିସଂଖ୍ୟାନ ଅଧିକାରୀ ହେଉଛନ୍ତି ପରମେଶ୍ବର ରାଉତ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇଛି। ତାଙ୍କର ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ…

ତଥ୍ୟ ଲୁଚାଉଥିଲେ ସାହିତ୍ୟ ଏକାଡେମି,…

ଭୁବନେଶ୍ବର: ବର୍ଷ ବର୍ଷ ଧରି ତଥ୍ୟ ଲୁଚାଉଥିଲେ କେନ୍ଦ୍ର ସାହିତ୍ୟ ଏକାଡେମି। ଏକାଡେମି ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାର ବାବଦରେ ତଥ୍ୟ ସର୍ବସାଧାରଣରେ ଜଣାଇବାର ବ୍ୟବସ୍ଥା ଥିଲେ ବି ବର୍ଷ ବର୍ଷ ଧରି ଚାଲିଥିଲା ମନମୁଖୀ କାର୍ଯ୍ୟକଳାପ। ଏକାଡେମିର କୌଣସି ଏକ ପୁରସ୍କାର କିଏ ପାଇଲେ, ତାହା ସମସ୍ତେ…

ନେପାଳରେ ଦୁଇ ଓଡ଼ିଆଙ୍କର ମୃତ୍ୟୁ

ଗୋରଖପୁର : ନେପାଳକୁ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କର ଏକ ବସ ଦୁର୍ଘଟଣାର ଶିକାର ହୋଇଛି | ଏଥିରେ ଦୁଇଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି | ମୃତକ ଦୁଇଜଣ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ(୫୪) ଓ ଜଟଣୀର ବିଜୟ ଜେନା(୫୨) ହୋଇଥିବା ସୂଚନା ମିଳିଛି | ଏହି ଦୁର୍ଘଟଣାରେ ଆହୁରି ୫ ରୁ ୬ ଜଣ ଓଡ଼ିଆ…