Odisha Link
Bridging the Missing Links in Odisha

ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ;…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ୪ ଶହ ଟପିଲା ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ। ଦିଲ୍ଲୀ-ଏନ୍‌ସିଆର୍‌ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।…

ଆଜି ଜାତୀୟ କର୍କଟ ରୋଗ ସଚେନତା ଦିବସ;…

ଓଏଲ୍‌ ବ୍ୟୁରୋ: ଆମ ରାଜ୍ୟରେ ପ୍ରତିଦିନ ଅନେକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ କର୍କଟ ରୋଗକୁ ଭୟ ନ କରି ସଚେତନ ସହ ଚିକିତ୍ସା କଲେ ଏହି ରୋଗକୁ ମୁକାବିଲା କରିହେବ ବୋଲି ଜନ ସଚେତନତା ସୃଷ୍ଟି କରାଯାଉଛି। ଭାରତରେ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ପାଳିତ ହୁଏ ଜାତୀୟ କର୍କଟ ସଚେତନତା…

କ୍ଷେପଣାସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ;…

ଓଏଲ୍‌ ବ୍ୟୁରୋ: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର 'ପ୍ରଳୟ'ର ବ୍ୟବହାରିକ ପରୀକ୍ଷଣ ଶେଷ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ୯ଟା ୫୦ ମିନିଟରେ ପରୀକ୍ଷଣ କରାଯାଇଛି। 'ପ୍ରଳୟ' ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ବିଧ୍ୱଂସକାରୀ କ୍ଷେପଣାସ୍ତ୍ର। ୩୫୦ରୁ ୫୦୦ କିମି ମଧ୍ୟରେ 'ପ୍ରଳୟ'ର ଲକ୍ଷ୍ୟଭେଦ…

ମାତିଛନ୍ତି ଲୁଟେରା; ସୁବର୍ଣ୍ଣପୁର…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ବୀରମହାରାଜପୁର ଜଗନ୍ନାଥ…

ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କ…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଶଙ୍ଖ ଭବନ ପରେ ବିଧାନସଭାରେ ମହେଶ୍ୱର ମହାନ୍ତିଙ୍କ…

ଶଙ୍ଖ ଭବନରେ ମହେଶ୍ୱର ମହାନ୍ତିଙ୍କ…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହା ପରେ ଶଙ୍ଖ ଭବନରେ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ…

ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଖୁସି ଖବର। ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମରେ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ପ୍ରତିଯୋଗିତା। ଯେଉଁଥିରେ ୧୩ ରୁ ୩୫ ବର୍ଷ ମଧ୍ୟରେ ସମସ୍ତ ଖେଳାଳି ପଞ୍ଜୀକରଣ କରିପାରିବେ। ତେବେ ଏନେଇ ପଞ୍ଜୀକରଣ…

ଶଙ୍ଖ ଭବନରେ ମହେଶ୍ୱର ମହାନ୍ତିଙ୍କ…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହା ପରେ ଶଙ୍ଖ ଭବନରେ ମହେଶ୍ୱର ମହାନ୍ତିଙ୍କ ପାର୍ଥିବ…

ରାଜଧାନୀରେ ଚାଞ୍ଚଲ୍ୟ; ମହିଳାଙ୍କୁ ଛୁରି…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଛି। ଗୋଠପାଟଣାର ଏକ ଜଳଖିଆ ଦୋକାନରେ ହତ୍ୟାକାଣ୍ଡ ହୋଇଥିବାବେଳେ ରାତିରେ କେହି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କରିଥିବା ସୂଚନା ରହିଛି। ମୃତ ମହିଳାଙ୍କ…

ଛତିଶଗଡ଼ରେ ନିର୍ବାଚନୀ ହିଂସା: ଜଣେ…

ଓଏଲ୍‌ ବ୍ୟୁରୋ: ସକାଳ ୭ଟାରୁ ଆରମ୍ଭ ହୋଇଛି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର…