Odisha Link
Bridging the Missing Links in Odisha

ଚାକିରି ଦେବା ବାହାନାରେ ଠକୁଛନ୍ତି…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ବର୍ତ୍ତମାନ ଅନଲାଇନରେ ପାର୍ଟ ଟାଇମ…

ବଢୁଛି ରେଳ ଦୁର୍ଘଟଣା; ତ୍ୱରିତ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେବେ ରେଳ ଦୁର୍ଘଟଣା କିଛି କ୍ଷତି କରୁ ଅବା ନକରୁ ବରଂ ଏହି ଖବର ଭୟ ସୃଷ୍ଟି କରିଛି। ତେବେ ଏହି ଦୁର୍ଘଟଣା ଘଟିଲେ ଉଦ୍ଧାର କାମ କିଭଳି ତ୍ୱରିତ ହେବ ସେନେଇ ମକ୍‌ ଡ୍ରିଲ୍‌ କରାଯାଉଛି। ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ…

୫ ମାସ ହେଲା ସରୁନି ୟୁଜି ନାମଲେଖା

ଓଏଲ୍‌ ବ୍ୟୁରୋ: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ହେଲେ ଖୋଦ୍‌ ଉଚ୍ଚଶିକ୍ଷା ବିଭାଗ ନିଜେ କରିଥିବା ନିୟମକୁ ଉଲ୍ଲଂଘନ କରିଚାଲିଛି।ଯେଉଁ ସମୟରେ ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା କଥା…

ଭାରତୀୟ ନୌସେନାକୁ ସଫଳତା; ପ୍ରଥମ…

ଓଏଲ୍‌ ବ୍ୟୁରୋ: ଭାରତୀୟ ନୌସେନାକୁ ସଫଳତା ମିଳିଛି। ହେଲିକପ୍ଟରରୁ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହାକୁ ଡିଆରଡିଓ ସହାୟତାରେ ଭାରତୀୟ ନୌସେନା ପରୀକ୍ଷା କରିଛି। ଉଡ଼ନ୍ତା ୪୨-ବି ହେଲିକପ୍ଟରରୁ କ୍ଷେପଣାସ୍ତ୍ର ଛଡ଼ାଗଲା। ଏହା ହେଉଛି ନୌସେନାର ପ୍ରଥମ ସ୍ବଦେଶୀ…

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ମହାମହିମ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ବାଦାମପାହାଡ ଷ୍ଟେସନରୁ ୩ଟି ନୂଆ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ମହାମହିମ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ…

ବିଧାୟକଙ୍କୁ ନେଇ ବିବାହ ବିବାଦ ମାମଲା:…

ଓଏଲ୍‌ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ…

ଶ୍ରୀମନ୍ଦିରକୁ ବୟସ୍କଙ୍କୁ ନଆସିବାକୁ…

ଓଏଲ୍‌ ବ୍ୟୁରୋ: ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଜମିଛି। ଆଉ ୫-୬ ଦିନ ପରେ କାର୍ତ୍ତିକ ମାସ ଶେଷ ହେବ। ଯାହାଫଳରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼…

ଜଗା ଦର୍ଶନ ପାଇଁ ଆସିଥିଲେ ବୃଦ୍ଧା, ଗହଳି…

ଓଏଲ୍‌ ବ୍ୟୁରୋ: ହିନ୍ଦୁ ଧର୍ମର ଧାର୍ମିକ ମାସ ଯାହାକୁ କାର୍ତ୍ତିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼। ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି ଜମିଛି। ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବ୍ୟାରିକେଟ୍ ବାହାରେ…

ଓଲଟିଲା ଟ୍ରାକ୍ଟର; ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ନିକଟସ୍ଥ ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଟ୍ରାକ୍ଟର ଓଲଟିବା ଦ୍ଵାରା ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ…

ଆଶ୍ଚର୍ଯ୍ୟକର ଘଟଣା: ଗୋଟିଏ ଟ୍ରାକରେ…

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ଲଗାତାର ଭାବେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ତେବେ ରେଳ ଦୁର୍ଘଟଣା କିଛି କ୍ଷତି କରୁ ଅବା ନକରୁ ବରଂ ଏହି ଖବର ଭୟ ସୃଷ୍ଟି କରିଛି। ତେବେ ପୁଣି ଆଜି ସକାଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଥିବାବେଳେ ମଧ୍ୟାହ୍ନରେ ରେଳ ଘଟଣା ସାମ୍ନାକୁ ଆସିଛି। ରାଉରକେଲା ପାନପୋଷ…