Odisha Link
Bridging the Missing Links in Odisha

ଯାଜପୁର: ବସ୍ ଦୁର୍ଘଟଣାର କାରଣ କହିଲେ…

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ…

ଆଜି ରୁକୁଣା ରଥଯାତ୍ରା; ଜାଣନ୍ତୁ ଏହା…

ଓଏଲ୍‌ ବ୍ୟୁରୋ: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଆଜି ଏହି ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଏହି ରଥର ବିଶେଷତ୍ୱ ହେଉଛି ଏହା…

ଯାଜପୁର ବସ୍‌ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା । ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ…

ଯାଜପୁର ବସ୍‌ ଦୁର୍ଘଟଣା; ୫ ମୃତ,…

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ଧରଣର ବସ୍‌ ଦୁର୍ଘଟଣା। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ…

କବି ଚନ୍ଦ୍ର କୁମାର ମହାନ୍ତି କବିତା…

ଓଏଲ୍ ବ୍ୟୁରୋ: ଓଡ଼ିଆ କାବ୍ୟ କବିତା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାବାନ ଯୁବପିଢ଼ିର ଦୁଇ ସୁଖ୍ୟାତ କବି ଡକ୍ଟର ଶକ୍ତି ମହାନ୍ତି ଏବଂ ହେମନ୍ତ ଦଳପତି ୨୦୨୪ ବର୍ଷ ପାଇଁ କବି ଚନ୍ଦ୍ର କୁମାର ମହାନ୍ତି ଯୁବପ୍ରତିଭା କବିତା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସ୍ମୃତି…

କଂଗ୍ରେସ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ; ୬…

ଓଏଲ୍‌ ବ୍ୟୁରୋ:୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ବର୍ଷ ପାଇଁ ଦଳରୁ ବିଦା ହେଲେ ଜଟଣୀ ବିଧାୟକ ସୁର ରାଉତରାୟ। ବିଶୃଙ୍ଖଳା ଓ ଦଳବିରୋଧୀ…

ଏସ୍ଆରସିଙ୍କ ନିର୍ଦ୍ଦେଶ: ଦିନ ୧୧ଟା ପରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଲାଣି ତାତି। ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ରୌଦ୍ରତାପ ଜନିତ…

ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା, ଇରାନ ଏବଂ…

ଓଏଲ୍ ବ୍ୟୁରୋ: ପୁଣି ଆଉ ଏକ ଯୁଦ୍ଧ ଆଶଙ୍କା ଭୟ ସୃଷ୍ଟି କରିଛି। ଶନିବାର ଇରାନର ରିଭୋଲ୍ୟୁସନାରୀ ଗାର୍ଡ ସୈନ୍ୟମାନେ ୟୁଏଇ ଉପକୂଳ ହର୍ମୋଜ୍‌ ପ୍ରଣାଳୀରେ ଇସ୍ରାଏଲର ଏକ ପଣ୍ୟବାହୀ ଜାହାଜ ‘ଏମସିଏସ୍‌ ଏରିଜ୍‌’କୁ ଅଟକାଇବା ପରେ ଏହି ସ୍ଥିତି ଚରମ ସୀମାରେ ଉପନୀତ ହୋଇଛି। ଇରାନ ପକ୍ଷରୁ ଡ୍ରୋନ୍‌ କିମ୍ବା…

ଜମୁଛି ପ୍ରଚାର; ପାଖେଇ ଆସୁଛି ନିର୍ବାଚନୀ…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ…

ମୌସୁମୀ ବାୟୁକୁ ନେଇ ପୂର୍ବାନୁମାନ: ଏଥର…

ଓଏଲ୍ ବ୍ୟୁରୋ: ଦେଶରେ ମୌସୁମୀ ପ୍ରବାହର ଆଗମନକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦେଶରେ ସ୍ୱାଭାବିକଠୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ସାରା ରାଜ୍ୟରେ ମୌସୁମୀ ପ୍ରବାହକୁ ନେଇ ମଧ୍ୟ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।…