Odisha Link
Bridging the Missing Links in Odisha
Browsing Tag

ଟିକା

‘ଟିକା ନାହିଁ ଯଦି, କାହିଁକି ସରକାର…

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଅନେକ ସ୍ଥାନରେ ଟିକାର ଅଭାବ କାରଣରୁ ୧୮ରୁ ୪୪ ବର୍ଗର ବ୍ୟକ୍ତି ଟିକାକରଣରେ ସାମିଲ୍ ହୋଇପାରୁ ନାହାନ୍ତି। ଯଦି ଟିକା ନାହିଁ ତାହେଲେ ଏହି ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ସରକାର କାହିଁକି ଘୋଷଣା…

ଟିକା ନେଲେ ମିଳିବ ୧୦ କୋଟି

ନୂଆଦିଲ୍ଳୀ: କରୋନା ଟିକା ନେଲେ ମିଳିବ ୧୦ କୋଟି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବା ବେଳେ ଟିକାକରଣକୁ ଶତପ୍ରତିଶତ କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ। ହଂକଂରେ…

ଜୁନ୍ ୨ରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ…

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ। ଟିକା ଅଭାବ କାରଣରୁ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି…

ଟିକା ନାହିଁ ତ ଦରମା ନାହିଁ

ପାଟନା: ଟିକା ନାହିଁ ତ ଦରମା ନାହିଁ। ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ। ଏଭଳି ଏକ ଅଜବ ନୋଟିସ ଜାରି କରିଛନ୍ତି ଜିଲ୍ଲା ଅଧିକାରୀ। ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ କୁହାଯାଇଛି,…

ଏଣିକି ହ୍ୱାଟ୍ସଆପ୍‌ରେ ଜାଣିପାରିବେ ନିଜ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାରି ମଧ୍ୟରେ କରୋନାକୁ ମାତ୍‌ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ଏଥିପାଇଁ ଲୋକମାନେ କିଭଳି ସହଜରେ ଭ୍ୟାକ୍ସିନ ପାଇପାରିବେ ଏଥିପାଇଁ ସରକାର ବିଭିନ୍ନ ଉପାୟ…

ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ସାରା ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ…

କର୍ଣ୍ଣାଟକ: ଟିକା ପାଇଁ ୧୦୦ କୋଟି ଦେବ…

ବେଙ୍ଗାଲୁରୁ: ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ର ସରକାର କର୍ଣ୍ଣାଟକ ଜନତାଙ୍କୁ ଟିକା ଦେବାରେ ବିଫଳ ହୋଇଥିବା ଦର୍ଶାଇ ଏ ଦିଗରେ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ। ଦଳ ସିଧାସଳଖ ଟିକା କିଣି ରାଜ୍ୟବାସୀଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ଅନୁମତି ମାଗିଛି। ଏଥିପାଇଁ ଦଳ ୧୦୦ କୋଟି ଟଙ୍କାର ପୁଞ୍ଜି…

ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ…

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ପ୍ରଥମ ଥର ପାଇଁ…

ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩.୮ କୋଟି…

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ମାତ୍‌ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ରାଜ୍ୟରେ ଦୂର ହେବ ଟିକାର ଅଭାବ। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡ଼ିଶା। ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା…

ସାଧୁ, ସନ୍ଥ, ଭିକାରୀ ଓ ମାନସିକ…

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଦିନକୁ ଦିନ ଆକ୍ରାନଙ୍କ ସଂଖ୍ୟା ହୁହୁ ବଢ଼ୁଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକରକରଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାରି ମଧ୍ୟରେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଟିକା ଦିଆଯିବ ନେଇ ନିଷ୍ପତ୍ତି ହୋଇଛି।…