Odisha Link
Bridging the Missing Links in Odisha
Browsing Tag

ଟିକା

ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ…

ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ…

କର୍ମଚାରୀଙ୍କୁ ୧ ନିୟୁତ ଟିକା ଯୋଗାଇକୁ…

ନୂଆଦିଲ୍ଲୀ: କରୋନା ମହାମାରୀରେ କୋଲ୍‌ ଇଣ୍ଡିଆର ପ୍ରାୟ ୪୦୦ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ତା’ର କର୍ମଚାରୀଙ୍କ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ନେଇ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘କୋଲ୍‌ ଇଣ୍ଡିଆ ଲିମିଟେଡ୍‌’ ୧ ନିୟୁତ ଡୋଜ୍‌…

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…

ଟିକା ନେଲେ ମିଳିବ ସ୍ମାର୍ଟଫୋନ୍

ଭୋପାଳ: ଟିକା ନେଲେ ମିଳିବ ସ୍ମାର୍ଟଫୋନ୍। କରୋନା ଟିକା ନେଲେ ମାଗଣାରେ ମିଳିବ ମୋବାଇଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ। ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଭୋପାଳ ଜିଲ୍ଲା ପ୍ରଶାସନ। କରୋନା ଭାଇରସର…

ଟିକା ନେଇ କେନ୍ଦ୍ରର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ମାଗଣା ଟିକା ନେଇ ନୂଆ ଘୋଷଣା କରିଥିବାବେଳେ ଆଜି ଏନେଇ ଗାଇଡଲାଇନ ଜାରି ହୋଇଛି। ଗାଇଡଲାଇନ ମୁତାବକ, ରାଜ୍ୟର ଜନସଂଖ୍ୟା, କରୋନା ସଂକ୍ରମଣର ବିସ୍ତାର ଏବଂ ଟିକାକରଣ କେତେ ହୋଇଛି ତାହାକୁ ନଜରରେ ରଖି ରାଜ୍ୟମାନଙ୍କୁ ଟିକା ଦିଆଯିବ। ଏହା ବ୍ୟତୀତ ଏହା ମଧ୍ୟ…

ଦେଶୀ ଟିକା ଡେଲ୍ଟା ଭାଇରସର ମୁକାବିଲା…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍‌। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସଫଳ ହୋଇଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଟିକାକରଣକୁ ବ୍ୟାପକୁ କରାଯାଉଛି। ଯାହାଫଳରେ ଲୋକେ ଟିକା ନେଲା ପରେ ସିଭିୟରିଟି କମିବାରେ ଲାଗିଛି। ଶ୍ରୀ…

ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ…

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଟିକା। ଏନେଇ ଆଜି ପ୍ରେସମିଟ୍ କରି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଦେଶକୁ ପାଠ ପଢ଼ିବାକୁ ଯିବାକୁ…

ଆସନ୍ତା କାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜଧାନୀରେ ସାମ୍ୱାଦିକଙ୍କୁ ଦିଆଯିବ ୨ୟ ଡୋଜ୍‌ ଟିକାକରଣ କରାଯିବ। ଭୁବନେଶ୍ୱର ମ୍ୟୁନସିପାଲଟି କର୍ପୋରେସନ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅପରାହ୍ଣ ୩ ଘଣ୍ଟିକାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ କାର୍ଯ୍ୟରତ…

ଗ୍ଲୋବାଲ୍ ଟେଣ୍ଡରକୁ ମିଳିଲା ଦୁଇଟି ବିଡ୍

ଭୁବନେଶ୍ୱର: ଟିକା ଅଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଛନ୍ତି। ଗ୍ଲୋବାଲ୍ ଟେଣ୍ଡରରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି। ଆଜି ଦୁଇଟି ବିଡ୍ ଆସିଛି। ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଆସୁଛି ଆଉ ଏକ ସ୍ୱଦେଶୀ ଟିକା, ୩୦ କୋଟି…

ନୂଆଦିଲ୍ଲୀ: ଆସୁଛି ଆଉ ଏକ ସ୍ୱଦେଶୀ ଟିକା। ଭାରତ ବାୟୋଟେକର କୋଭାକ୍ସିନ ଟିକା ପରେ ବାୟୋଲୋଜିକାଲ-ଇ ଆଣୁଛି କୋଭିଡ ଟିକା। କରୋନାର ଦ୍ୱିତୀୟ ଲହରରେ ଟିକାର ଅଭାବ ଦେଖାଯାଉଥିବା ବେଳେ ଆଉ ଏକ ସ୍ୱଦେଶୀ ଟିକାର ୩୦ କୋଟି ଡୋଜ୍ ଅର୍ଡର କରିଛନ୍ତି କେନ୍ଦ୍ର ସରକାର। ହାଇଦ୍ରାବାଦ ସ୍ଥିତ ମେସର୍ସ…