Odisha Link
Bridging the Missing Links in Odisha
Browsing Tag

ବର୍ଷା

ଅନୁଭବ-ବର୍ଷା ପାରିବାରିକ ବିବାଦ: ୩ ମାସ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସିନେ ଜଗତର ଏକଦା ଷ୍ଟାର ଯୋଡ଼ି ଥିବା ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ। ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି…

ଆଜିଠୁ କମିବ ଶୀତ, ଫେବ୍ରୁଆରୀ ୧୬ରୁ…

ଭୁବନେଶ୍ବର: ଚଳିତ ସପ୍ତାହରେ ଶେଷହେବ ଶୀତଋତୁ। ଆଜିଠାରୁ ରାତି ତାପମାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦୁଇଦିନ ଯାଏଁ ରାଜ୍ୟରେ ଜଳବାୟୁ ଶୁଷ୍କ ରହିବ। ତେବେ ଫେବ୍ରୁଆରୀ ୧୬ ତାରିଖରୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଜଣାଇଛି। ସୂଚନା…

ଜାନୁଆରୀ ୭ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମା ବାୟୁ ପ୍ରଭାବ ଯୋଗୁଁ ଓଡିଶାର ବିଭିନ୍ନ ଅଚଂଳରେ ଜାନୁୟାରୀ ୭ରୁ୧୪ ମଧ୍ୟରେ ସାମାନ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସି.ଇ.ସି) ପକ୍ଷରୁ କୁହାଯାଇଛି। ଏହି ବାୟୁପ୍ରଭାବ ଯୋଗୁଁ ରାଜ୍ୟରେ ଜାନୁୟାରୀ ୮ରୁ ୯ ଓ ୧୩ ରୁ ୧୪ ତାରିଖ…

ପ୍ରବଳ ବର୍ଷା ଆଶଙ୍କା, ୯ ଜିଲ୍ଲାକୁ…

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼…

ପ୍ରବଳ ବର୍ଷା ଆଶଙ୍କା, ୧୨ ଜିଲ୍ଲାକୁ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ଲଗାଣ ବର୍ଷାରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଞ୍ଜାମ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ…

ବର୍ଷାର ପ୍ରଭାବରୁ ଆଜି ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି। ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି। ତେବେ ଲଗାଇ ବର୍ଷା କାରଣରୁ କୌଣସି…

ଲଗାଣ ବର୍ଷାରେ ସୁଅରେ ଭାସି ଚାଷୀଙ୍କ…

ଖୋର୍ଦ୍ଧା: ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହୋଇଛି। ତେବେ ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମନାକୁ ଆସିଛି। ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ…

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଷୁଡ଼ି…

କେନ୍ଦ୍ରାପଡ଼ା: ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ବର୍ଷା କାରଣରୁ କେନ୍ଦ୍ରାପଡ଼ା ପାଟକୁରାର ଗରଦପୁରରେ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ବଡ଼ବେତରା ଗାଁରେ ଘର କାନ୍ଥ ଭୁଷୁଡ଼ି ପଡ଼ିଛି। ଘର କାନ୍ଥ ଭୁଷୁଡ଼ିବା ଫଳରେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ…

ପ୍ରବଳ ବର୍ଷା ଆଶଙ୍କା: ରେଡ୍‌ ଆଲର୍ଟ…

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ଧରି ରାଜ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରେଡ୍‌ ଆଲର୍ଟ ଜାରି ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ସତର୍କ କରାଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସକାଳ ୭.୩୦ରେରେ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ପୁରୀ, କଟକ…