Odisha Link
Bridging the Missing Links in Odisha
Browsing Tag

ଆମେରିକା

ଆମେରିକାରେ କରୋନା: ୫ ଲକ୍ଷରୁ ଅଧିକ…

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଅଜି ସୁଦ୍ଧା ପ୍ରାୟ ୧୮ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥବା ବେଳେ ୧ ଲକ୍ଷ ୧୦ ହଜାର ଜଣ ପ୍ରାଣ ହରାଇଲେଣି। ସଂକ୍ରମଣ ତାଲିକାରେ ପୂର୍ବରୁ ବିଶ୍ବରେ ଏକ ନମ୍ବର ସ୍ଥାନରେ ଥିବା ଆମେରିକା ଆଜି ଇଟାଲିକୁ ଟପି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଶ୍ବରେ ସର୍ବାଗ୍ରେ ରହିଛି। ଆମେରିକାରେ ୫…

କରୋନା: ଆମେରିକା, ଚୀନ୍‌ ଓ ସ୍ପେନ୍‌…

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏ ଆକଳନ ସତ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌: ଭାରତ କୋହଳ…

ନୂଆଦିଲ୍ଲୀ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। କରୋନା ପାଇଁ…

ମୋଦିଙ୍କୁ ଟ୍ରମ୍ପଙ୍କ ଧମକ!…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍‌ ଦେବ ବୋଲି ଟ୍ରମ୍ପ…

କରୋନା: ଆମେରିକାରେ ଓଡ଼ିଆ ମହିଳା ମୃତ

ନ୍ୟୁଜର୍ସି: ଆମେରିକାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି। ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ଓଏଲ୍‌ ବ୍ୟୁରୋ: ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ…