Odisha Link
Bridging the Missing Links in Odisha
Browsing Tag

ଔଷଧ

ଏଣିକି ରୋଗୀଙ୍କୁ ଔଷଧ ଦେଇପାରିବେ…

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ। ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ସଂପୃକ୍ତ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର…

ଏନଏଲଇଏମ ସଂଶୋଧନ: କମିଲା ୩୯ଟି ଔଷଧ ଦର

ନୂଆଦିଲ୍ଲୀ: ନ୍ୟାସନାଲ ଲିଷ୍ଟ ଅଫ ଇସେନସିଆଲ ମେଡିସିନସ୍‌ (ଏନଏଲଇଏମ)ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଫଳରେ ସାଧାରଣରେ ଉପଯୋଗ ହେଉଥିବା ପ୍ରାୟ ୩୯ଟି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ହ୍ରାସ ହୋଇଛି। ଏଥିରେ କର୍କଟ ନିରୋଧୀ ଔଷଧ ସମେତ ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ,ଆଣ୍ଟି ଡାୟବେଟିଜ୍,…

ବ୍ଲାକ ଫଙ୍ଗସ ଔଷଧ ଉପରୁ ଟିକସ ଛାଡ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ କରୋନା ଟିକା ଓ ଜିଏସଟିରେ କୌଣସି ପରିବର୍ତ୍ତନ କରାଯାଇନଥିବା ଅର୍ଥମନ୍ତ୍ରୀ…

ବେଆଇନ ଔଷଧ କିଣିବା, ମହଜୁଦ କରିବା ଓ…

ନୂଆଦିଲ୍ଲୀ: ବେଆଇନ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ମହଜୁଦ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ଏହି ମାମଲାର ପୁରା ଯାଞ୍ଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିବା ପରେ ଆଜି ନିଜର ରିପୋର୍ଟ ଦାଖଲ କରିଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ।…

ସପ୍ତାହକ ମଧ୍ୟରେ ଲଞ୍ଚ୍‌ ହେବ ବ୍ଲାକ୍‌…

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଦେଉଥିବା ବାବାଦୀୟ ବୟାନ ପାଇଁ ବାବା ରାମଦେବ ଚର୍ଚ୍ଚାରେ। ବାବା ରାମଦେବଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ ନେଇ ମଧ୍ୟ…

ଆଉ ଏକ କରୋନା ଔଷଧକୁ ଗ୍ରୀନ ସିଗ୍‌ନାଲ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍‌ନାଲ ଦେଇଛି। ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ…

ଔଷଧ କଳାବଜାରୀ ରୋକିବ ଫ୍ଲାଇଂ ସ୍କ୍ୱାଡ୍

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଔଷଧ ଓ ଆନୁଷଙ୍ଗିକ ସାମଗ୍ରୀର କଳାବଜାରୀ ରୋକିବା ଉପରେ ତୀକ୍ଷଣ ନଜର ରଖିବ ପୁଲିସ। ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ୱର ପାଇଁ ୭ ଫ୍ଲାଇଂ ସ୍କ୍ୱାଡ୍ ଗଠନ…

ଦେଢ଼ବର୍ଷର ପୁଅ ପାଇଁ ଔଷଧ କିଣିବାକୁ…

ନୟାଗଡ଼: ପ୍ରତି ମାସରେ ଜଣେ ଗରିବ ବାପା ପୁଅର ଔଷଧ କିଣିବାକୁ ୧୩୦ କିଲୋମିଟର ସାଇକେଲରେ ଯିବା ଏବେ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି। ମା' ଛେଉଣ୍ଡ ଦେଢ଼ବର୍ଷର ପୁଅ ହୃଦରୋଗରେ ପୀଡ଼ିତ। ସର୍ଜରୀ କରିବା ଅଥବା ରାଜ୍ୟ ବାହାରକୁ ଯାଇ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ଲାଗି ଅସମର୍ଥ ଗରିବ ବାପା।…

ଭୁବନେଶ୍ବର: ଏହି ୧୨୧ ଦୋକାନ ଘରେ…

ଭୁବନେଶ୍ବର: ଓଡ଼ିଶା ଡ୍ରଗ୍‌ କଣ୍ଟ୍ରୋଲରଙ୍କ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ରାଜଧାନୀରେ ୧୨୧ଟି ଔଷଧ ଦୋକାନ ସ୍ଥିର କରିଛନ୍ତି। ଏହି ସବୁ ଦୋକାନରୁ ସହରବାସୀ ନିଜ ଘରକୁ ଔଷଧ ମଗାଇପାରିବେ। କରୋନା ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ଘରୁ ନ ବାହାରିବା ଲାଗି ବିଏମ୍‌ସି କର୍ତୃପକ୍ଷ ପରାମର୍ଶ ଦେଇଥିବା ବେଳେ…