Odisha Link
Bridging the Missing Links in Odisha
Browsing Tag

କଟକ

କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ

କଟକ: ଆସନ୍ତା କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପରେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ। ଏଥିସହ ଅଳ୍ପ ସଂଖ୍ୟାକ ସେବାୟତଙ୍କୁ ନେଇ ଠାକୁରଙ୍କ…

କଟକ: ସୁନା ମାସ୍କ ପାଇଁ ଚର୍ଚ୍ଚାରେ ଆଲୋକ…

କଟକ: ସୁନାର ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ବ୍ୟବସାୟୀ। ତାଙ୍କ ଘର ସ୍ଥାନୀୟ ବକ୍ସିବଜାର ବେପାରୀ ସାହିରେ, ବୃତ୍ତିରେ ସେ ଜଣେ ବ୍ୟବସାୟୀ। ଏହି ବ୍ୟବସାୟୀଙ୍କ ନାମ ଆଲୋକ ମହାନ୍ତି। ଆଲୋକଙ୍କର କଟକରେ ଆସବାବପତ୍ର ବ୍ୟବସାୟ ରହିଛି। ନିକଟରେ ପୁଣେସ୍ଥିତ ପିମ୍ପରି-ଚିଞ୍ଚୱାଡ୍‌ ଅଞ୍ଚଳର ଜଣେ…

ଲେଉଟିଲା ଲକ୍‌ଡାଉନ୍: ଖୋର୍ଦ୍ଧା,…

ଭୁବନେଶ୍ବର: ପୁଣି ଫେରିଲା ଲକ୍‌ଡାଉନ୍। ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ ହେଉଥିବା ବେଳେ ଏ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଆସନ୍ତାକାଲି (ଜୁଲାଇ ୧୭) ୯ଟା ଠାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ରାଜ୍ୟର ୪ ଜିଲ୍ଲା ଓ ଗୋଯିଏ ମ୍ୟୁନିସପାଲିଟିରେ ତାଲାବନ୍ଦ ଲାଗୁ ହେବ…

ଲକ୍‌ଡାଉନ୍: କଟକ-ଭୁବନେଶ୍ବରରେ ଓଲା…

ଭୁବନେଶ୍ବର: କରୋନା ପାଇଁ ଲକ୍‌ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାଗୁଡ଼ିକ ଛାଡ଼ି ସମସ୍ତ ସେବା ବନ୍ଦ ଥିଲା। ସାଧାରଣ ପରିବହନ ବ୍ୟବସ୍ଥା, କ୍ୟାବ୍‌ ସର୍ଭିସ୍‌ ଆଦି ମଧ୍ୟ ବନ୍ଦ ରହିଥିଲା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ କଟକ ଓ ଭୁବନେଶ୍ବରରେ ଓଲା କ୍ୟାବ୍‌ ସେବା ପୁଣି ଆରମ୍ଭ…

କରୋନା: ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ…

ଭୁବନେଶ୍ବର: ଗତ ରବିବାର ଦିନ ଆମେରିକାରେ ପ୍ରଥମ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଲଣ୍ଡନରେ ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେମାବାର ଦିନ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ରାଧାରମଣ ଶର୍ମା। ୬୮ ବର୍ଷିୟ ଏହି ଡାକ୍ତର ଜଣକ କଟକ ରେ…