Odisha Link
Bridging the Missing Links in Odisha
Browsing Tag

କୃଷିମନ୍ତ୍ରୀ

୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ…

ଭୁବନେଶ୍ୱର: ବାତ୍ୟା ‘ୟାସ’ର ପ୍ରଭାବରେ ଉତ୍ତର ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇଛି। ବର୍ଷା ପବନରେ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରାଣୀ ସମ୍ପଦର ମଧ୍ୟ କ୍ଷତି ଘଟିଛି। ଏନେଇ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉଚ୍ଚସ୍ତରୀୟ ସମୀକ୍ଷା କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି…

ଅକ୍ଷୟ ତୃତୀୟା ଅବସରରେ ଅକ୍ଷିମୁଠି…

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିରି ଦିନରେ ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କରାଯାଏ। ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି। ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି। ଏହି ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ,…

କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କରୋନା

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଡ. ସାହୁ। ସେ ସୁସ୍ଥ ଅଛନ୍ତି ଓ ଏବେ ଗୃହ ସଙ୍ଗରୋଧରେ ଥିବା ଉଲ୍ଲେଖ କରିଛନ୍ତି ଡ. ସାହୁ। ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା…

ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ…

ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍‌ କଟକଣା କାରଣରୁ ଏହା ସାଙ୍କେତିକ…

ଅକ୍ଷିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ…

ନୟାଗଡ଼: ଆଜି ପବିତ୍ର ଅକ୍ଷୟ ତୃତୀୟ ଅବସରରେ ରାଜ୍ୟରେ ରବି ଫସଲ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି କୃଷକ ସମାଜ। ଏ ଅବସରରେ ନୟାଗଡ଼ ସହର ନିକଟସ୍ଥ ଜଣେ ଚାଷୀଙ୍କ ଜମିରେ ନିଜେ ଜମି ଚାଷ କରିବା ସହ ଧାନ ବୁଣି ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ପରମ୍ପରା ଅନୁସାରେ…

୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର,…

ଭୁବନେଶ୍ବର: ଆଜିଠୁ ସାରା ଦେଶରେ ଲାଗୁୁ ହୋଇଛି ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍। ୨ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର କଟକଣାରୁ ବାଦ ପଡ଼ିଛି ଚାଷ କାର୍ଯ୍ୟ। ଏନେଇ ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ କହିଥିଲେ। ଏହି ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ଚାଷ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ…

କୃଷିକୁ ନେଇ ଚିନ୍ତାବ୍ୟକ୍ତ କଲେ…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। କରୋନା ପାଇଁ ଦିନକୁ ଦିନ କୃଷିକାର୍ଯ୍ୟ ବ୍ୟାଘତ ହେବାରେ ଲାଗିଛି। ଏହାରି ମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଲକ୍‌ଡାଉନ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭିଡିଓ କନ୍‌ଫରେନ୍ସିଂରେ ଏକାଠି ହେଲେ…

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶର ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ଓ ସଚିବମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଉତ୍ପାଦକ କମିଶନର ପ୍ରଦୀପ୍ତ…