Odisha Link
Bridging the Missing Links in Odisha
Browsing Tag

କୋଭିଡ୍

ବିଧାନସଭା, ରାଜଭବନ ନିର୍ମାଣ ବନ୍ଦ:…

ରାୟପୁର: ଦେଶ କୋଭିଡ୍‌ ଦାଉରେ ସିଝୁଥିବା ବେଳେ କେନ୍ଦ୍ର ସରକାର ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀ ଆବାସ 'ସେଣ୍ଟ୍ରାଲ ଭିଷ୍ଟା' ପ୍ରକଳ୍ପ ନିର୍ମାଣରେ ମାତିଛନ୍ତି। ଏଭଳି ସମୟରେ ଏକ ଉଦାହରଣ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର। କୋଭିଡ୍‌କୁ ଗୁରୁତ୍ବ ଦେବାକୁ ଯାଇ ନୂଆ ରାୟପୁରରେ ନିର୍ମାଣାଧିନ ନୂଆ…

ଭେଣ୍ଟିଲେଟରରେ କୋଭିଡ୍‌କୁ ହରାଇଲା ୧୫…

ଭୁବନେଶ୍ବର: କୋଭିଡ୍‌ର କଳା ବାଦଲ ଭିତରେ ଧାପେ ସୂର୍ଯ୍ୟାଲୋକ ପରି ଉଭା ହୋଇଛି ଏ ଖବର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍‌‌କୁ ପରାଜିତ କରିଛି ୧୫ ଦିନର ଏକ ଶିଶୁ କନ୍ୟା। କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରର ଅଙ୍କିତ ଅଗ୍ରଓ୍ବାଲ ଓ ପ୍ରୀତି ଅଗ୍ରଓ୍ବାଲଙ୍କ କୋଳକୁ ଗତମାସରେ ଏକ ଶିଶୁକନ୍ୟା…

ଦେଶରେ କୋଭିଡ୍‌ ପରିଚାଳନା: ଅସନ୍ତୋଷ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍‌ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍‌ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ…

ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି…

ଭୁବନେଶ୍ୱର: ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ହୁ ହୁ ହୋଇ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ନବ ଦାସଙ୍କୁ କିନ୍ତୁ ବର୍ତମାନ ସମୟରେ ଲେନ୍ସ ଲଗାଇ ଖୋଜିବାକୁ ପଡ଼ୁଛି। ପଶ୍ଚିମ ଓଡ଼ିଶାରେ କୋଭିଡ୍ ସ୍ଥିତି ସଙ୍ଗୀନ ଥିବା ବେଳେ…

କୋଭିଡ୍‌ ରିପୋର୍ଟ ନଥିବାରୁ ଅଧାବାଟରୁ…

ବାଲେଶ୍ବର: କରୋନା କଟକଣା ଯୋଗୁଁ ଦୁଇଜଣ ବରଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି, ସେମାନଙ୍କର ବିବାହ ହୋଇପାରିନାହିଁ। ଦୁଇଟି ଭିନ୍ନ ଭିନ୍ନ ବିବାହ ପାଇଁ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସୁଥିବା ଦୁଇବରଙ୍କୁ ଓଡ଼ିଶା ଫୋଲିସ ଫେରାଇଦେଇଛି। ଏପଟେ ବିବାହ ପ୍ରସ୍ତୁତି କରି ଅପେକ୍ଷା କରିଥିବା…