Odisha Link
Bridging the Missing Links in Odisha
Browsing Tag

ଗିରଫ

ନକଲି ସାମ୍ବାଦିକ ଗିରଫ, ଲୁଟୁଥିଲେ ଟଙ୍କା

ବରଗଡ: ଗିରଫ ହେଲେ ନକଲି ସାମ୍ବାଦିକ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଲୁଟୁଥିଲେ ଟଙ୍କା। ଏହି ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ବରଗଡ ପୁଲିସ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଏକ ବୋଲେରୋ ଗାଡରେ News 24 ଲେଖି ବିଭିନ୍ନ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କଠାରୁ ଆଦାୟ କରିଛନ୍ତି ଟଙ୍କା।ଏନେଇ ଖବର ପାଇ…

ଝରାଫୁଲ ମୃତ୍ୟୁ ମାମଲା: ଆଉ ଜଣେ…

ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଯାଜପୁର ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଶକ୍ତିଶେଖର ସ୍ୱାଇଁ। ଘଟଣା ପରଠାରୁ ଶକ୍ତିଶେଖର ଫୋରାର ଥିଲା। ଯାଜପୁର ପୁଲିସ ଶକ୍ତିଶେଖରକୁ ଭୁବନେଶ୍ୱରରୁ ଗିରଫ କରିଛି ଏନେଇ ଯାଜପୁର ଏସପି ସୂଚନା…

୩ ସପ୍ତାହ ଯାଏଁ ଗିରଫ ହେବେନାହିଁ ଅର୍ଣବ:…

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ। ତେବେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ୩ ମାସର ଆଶ୍ବାସନା ଦେଇଛନ୍ତି। ଆଗାମୀ ୩ ସପ୍ତାହ ଯାଏଁ ଏହି ସବୁ ମାମଲାରେ…

କରୋନା ବେଳେ କ୍ରିକେଟ ଖେଳ:…

ଲକ୍ଷ୍ନୌ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ କ୍ରିକେଟ୍‌ ଖେଳ ଆୟୋଜନ କରି ଗିରଫ ହୋଇଛନ୍ତି ବିଜେପି ନେତା। ତାଙ୍କ ସହ ଆଉ ୧୯ ଜଣଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ବାରବାଙ୍କୀ ଜିଲ୍ଲାର ଟିକାଏତନଗରରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ଖବର ପାଇ ଆଜି ସକାଳେ…

ଅର୍ଣବ ଗୋସ୍ବାମୀଙ୍କ ଗିରଫ ଦାବିରେ ୭…

ଆଜି ଅପରାହ୍ଣ ଠାରୁ ଟୁଇଟରରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି। ଏ ଖବର ଲେଖ ହେବା ବେଳକୁ (ରାତି ୧୧ଟା ସୁଦ୍ଧା) ଏହି ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ପ୍ରାୟ ୭ ଲକ୍ଷ ୧୦ ହଜାର ଟୁଇଟ୍‌ ହୋଇଥିବା ବେଳେ ଏହାର ବିରୋଧରେ #IsupportArnabGoswami ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ୭ ଲକ୍ଷ…