Odisha Link
Bridging the Missing Links in Odisha
Browsing Tag

ଦିଲ୍ଲୀ

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ସମର୍ଥନ,…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌କୁ ନେଇ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ…

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ କଡା…

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ। ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବା ସହ ଇସ୍ରାଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପିକେଟ ଲଗାଇ ପୋଲିସ ତଦନ୍ତ କରୁଛି। ତେବେ ସେପ୍ଟେମ୍ବର ୬…

କାବୁଲ ଏୟାରପୋର୍ଟ ବନ୍ଦ, ଦିଲ୍ଲୀକୁ…

କାବୁଲ: ଆଫଗାନିସ୍ତାନକୁ ଆକ୍ତିଆରକୁ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛି ତାଲିବାନ। କାବୁଲ ଏୟାରପୋର୍ଟ ଲଗାତାର ଗୁଳିମାଡ ଫଳରେ ନିଆଁ ଲାଗିଛି। ଏହି ଗୁଳିମାଡ଼ରେ ୩ ମୃତ ଘଟିଛି। ଏୟାରପୋର୍ଟକୁ ଚାରିପଟୁ ସିଲ କରାଯାଇଛି। ଏଥିସହ କାବୁଲ ଏୟାରପୋର୍ଟ ବନ୍ଦ କରି ଦିଆଯାଇଛି।। ଦିଲ୍ଲୀ…

ପ୍ରାକୃତିକ ଉପାୟରେ ଇମ୍ୟୁନିଟି ବୃଦ୍ଧି…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକାକରଣ ଓ ଇମ୍ୟୁନିଟି ପାୱାର ବଢାଇବାକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମହାମାରୀରେ ଅଧିକ ସଂକ୍ରମିତ ହୋଇଥିବା ଦିଲ୍ଲୀବାସୀଙ୍କ ଇମ୍ୟୁନିଟି ଶକ୍ତି ବଢାଇବାକୁ ସରକାର ଏବେ ନୂଆ ଯୋଜନା ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର…

ଦିଲ୍ଲୀରେ ପ୍ଲାଜ୍‌ମା ପରୀକ୍ଷା ସଫଳ:…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜ୍‌ମା ପରୀକ୍ଷା ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସୁସ୍ଥ ହୋଇ ଉଠିଥିବା କରୋନା ରୋଗୀଙ୍କ ରକ୍ତର ପ୍ଲାଜ୍‌ମା ବ୍ୟବହାର କରି ଏଣିକି କରୋନା ଆକ୍ରାନ୍ତ, ବିଶେଷ କରି ଗୁରୁତର ରୋଗୀମାନଙ୍କୁ, ସୁସ୍ଥ କରାଯାଇ…

ଦିଲ୍ଲୀ: ମୁଠାଏ ଦାନା ପାଇଁ ସକାଳୁ…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଦାଦନ ଶ୍ରମିକଙ୍କ ଯାତନାଜର୍ଜର ଜୀବନର ଆଉ ଗୋଟିଏ ଚିତ୍ର ସାମନାକୁ ଆସିଛି। ପେଟର ଭୋକ ମେଣ୍ଟାଇବା ପାଇଁ ଗ୍ରୀଷ୍ମର ଧୁ ଧୁ ଖରାରେ ସକାଳୁ ସଂଧ୍ୟା ଯାଏଁ ଠିଆ ହେବାକୁ ପଡ଼ୁଛି। ଭୋକର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି ଦିଲ୍ଲୀରେ। ଦୈନିକ ୧୦ ଲକ୍ଷ ଲୋକଙ୍କୁ ମାଗଣା…

ଭୂତାଣୁ, ଭୋକ ଓ ଭୂକମ୍ପ: ଦିଲ୍ଲୀରେ ଭୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସଂଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ମାତ୍ରା ୩.୫ ମାଗ୍ନିଚ୍ୟୁଡ୍‌ ଥିବା ବେଳେ ସାରା ରାଜଧାନୀ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏ ପଟେ କରୋନାର କବଳରେ ଭୀଷଣ ଭାବେ ପ୍ରଭାବିତ…